ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଥିବା ତାତିରୁ ମିଳିବ ତ୍ରାହି। ଆଜି ରାଜ୍ୟରେ କେତୋଟି ଅଞ୍ଚଳରେ ବିଜୁଳି ମାରିବା ସହ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ସୂଚନା  ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଏବଂ ମାଲକାନଗିରି। ତେବେ ଭୁବନେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକମାନେ […]

thunderstorm

thunderstorm

Tapas Behera
  • Published: Thursday, 06 May 2021
  • Updated: 06 May 2021, 04:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଥିବା ତାତିରୁ ମିଳିବ ତ୍ରାହି। ଆଜି ରାଜ୍ୟରେ କେତୋଟି ଅଞ୍ଚଳରେ ବିଜୁଳି ମାରିବା ସହ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ସୂଚନା  ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଏବଂ ମାଲକାନଗିରି। ତେବେ ଭୁବନେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକମାନେ ସୁରକ୍ଷିତ ଜାଗାରେ ରହିବାକୁ  ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣି ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos