'ପରୀକ୍ଷା ଟାଳିବା ଅସମ୍ଭବ', ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ଚାରି ତାରିଖରେ ରହିଛି ୟୁପିଏସସି ୨୦୨୦ର ପ୍ରଲିମ୍ ପରୀକ୍ଷା। କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧି୍କ ବ୍ୟାପୁଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ଏହାକୁ ନେଇ ୟୁପିଏସସି ସୋମବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା ୨୦୨୦କୁ ଏବେ ସ୍ଥଗିତ ରଖିବା ଅସମ୍ଭବ। କାରଣ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ସେପ୍ଟେମ୍ବର ୩୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ […]

upsc

upsc

Subhransu Sekhar
  • Published: Monday, 28 September 2020
  • Updated: 30 March 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ଚାରି ତାରିଖରେ ରହିଛି ୟୁପିଏସସି ୨୦୨୦ର ପ୍ରଲିମ୍ ପରୀକ୍ଷା। କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧି୍କ ବ୍ୟାପୁଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ଏହାକୁ ନେଇ ୟୁପିଏସସି ସୋମବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା ୨୦୨୦କୁ ଏବେ ସ୍ଥଗିତ ରଖିବା ଅସମ୍ଭବ। କାରଣ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ସେପ୍ଟେମ୍ବର ୩୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

କରୋନାକୁ ଦୃଷ୍ଟିରେ ରଖି ଆଇଏଏସ୍ ଏବଂ ଆଇପିଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇଁ ଏହି ପରୀକ୍ଷାକୁ ଦୁଇ-ତିନି ମାସ ସ୍ଥଗିତ ରଖିବାକୁ ଦାବି ହୋଇଛି। ପରୀକ୍ଷା ସ୍ଥଗିତ ନକରିବାର କାରଣ ଦର୍ଶାଇ ସୁପ୍ରିମକୋର୍ଟ ୟୁପିଏସସିକୁ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ୟୁପିଏସସି ପରୀକ୍ଷା ଫର୍ମ ପୂରଣ କରିଥିବା କିଛି ଆବେଦନକାରୀ ଆଡଭୋକେଟ ଆଲୋକ ଶ୍ରୀବାସ୍ତବଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ କୁହାଯାଇଛି ଯେ ଦେଶରେ କରୋନାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ସମସ୍ୟା ଦେଖାଦେଇଛି। ଏଭଳି ପରିସ୍ଥିତିରେ ପରୀକ୍ଷାକୁ କିଛି ମାସ ପାଇଁ ସ୍ଥଗିତ ରଖିବା ଉଚିତ୍।

ଆବେଦନକାରୀ କହିଛନ୍ତି ଯେ ଦେଶର ୭୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ଆବେନକାରୀ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ଏଭଳି ପରିସ୍ଥିତିରେ କରୋନା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଗୁରୁତର ଭାବରେ ବିପଦ ହୋଇପାରେ। ଆବେଦନକାରୀ ଆହୁରି କହିଛନ୍ତି ଯେ ଏହି ପରୀକ୍ଷା ପରେ ଚାକିରି ସୁନିଶ୍ଚିତ ନୁହେଁ। ଏହା ପରେ ବି ପରୀକ୍ଷା ରହିଛି।

ଏହି ମାମଲାରେ ଗତ ସପ୍ତାହରେ ଶୁଣାଣି ବେଳେ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବେଞ୍ଚ ୟୁପିଏସସିକୁ ସତ୍ୟପାଠ ଦାଖଲ କରିବାକୁ କହିବା ସହିତ ପରୀକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଦାଖଲ କରିବାକୁ କହିଥିଲେ।

ଏହାପରେ ଆୟୋଗ ଏହି ପ୍ରସଙ୍ଗରେ ୟୁପିଏସସିକୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଆସନ୍ତାକାଲି ଏହାର ଅନ୍ତିମ ତାରିଖ ରହିଛି। ସେପ୍ଟେମ୍ୱର ୩୦ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story