୨୪ ବର୍ଷ ହେଲାଣି ଓଡ଼ିଶାରେ ଲୁଚିଥିଲା

ଦୀର୍ଘ ୨୪ ବର୍ଷ ପରେ ଧରାପଡିଲା ହତ୍ୟା ଅଭିଯୁକ୍ତ । ସୁରତରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଓଡିଶାରୁ ଗିରଫ । ୧୯୯୮ରେ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଖନ ଦିନବନ୍ଧୁ ବେହେରାକୁ ସୁରଟର ଏସ୍ଓଜି ଟିମ୍ ଗଞ୍ଜାମ ଜିଲ୍ଲା ସୋରଡାରୁ ଗିରଫ କରିଛି ପୋଲିସ ।

criminal

Debendra Prusty
  • Published: Thursday, 23 June 2022
  • , Updated: 23 June 2022, 03:06 PM IST

ଦୀର୍ଘ ୨୪ ବର୍ଷ ପରେ ଧରାପଡିଲା ହତ୍ୟା ଅଭିଯୁକ୍ତ । ସୁରତରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଓଡିଶାରୁ ଗିରଫ । ୧୯୯୮ରେ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଖନ ଦିନବନ୍ଧୁ ବେହେରାକୁ ସୁରଟର ଏସ୍ଓଜି ଟିମ୍ ଗଞ୍ଜାମ ଜିଲ୍ଲା ସୋରଡାରୁ ଗିରଫ କରିଛି ପୋଲିସ ।

https://youtu.be/7TDMd3GoZiQ

Related story