ମମିତା ମେହେର ମାମଲାରେ କେବଳ ଦୁଇ ଜଣ ବ୍ୟକ୍ତି ସମ୍ପୃକ୍ତ। ଗିରଫ ହୋଇଥିବା ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡି ହିଁ ଏହି ଜଘନ୍ୟ କାଣ୍ଡରେ ସାମିଲ ବୋଲି ସରକାରୀ ଭାବରେ ବିଧାନସଭାରେ କୁହାଯାଇଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି।
https://youtu.be/3pnonVrkeVA