ବାପା ମୁଁ ଯାଉଛି... ଇତି ତୁମର ପୂଜା

୧୫ ବର୍ଷର ଝିଅ ପୂଜା। ଗାଁ ମାଟିରେ ବଢୁଥିବା ଶାନ୍ତଶିଷ୍ଟ ଝିଅଟିଏ। କୁନି କୁନି ଦୁଇ ନିରୀହ ଆଖିରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ସିଏ କଣ ଜାଣିଥିଲା ଜୀବନ ଆରମ୍ଭ ନହେଉଣୁ ତା ଉପରକୁ ପାହାଡ଼ ଭଳି ବିପଦ ମାଡିଆସିବ ବୋଲି? ଖାଲି ଏହା ପୂଜାର କାହାଣୀ ନୁହେଁ, ଆଜିକାଲି ବୋଧେ ଏ କାହାଣୀ ଗାଁ’ରେ ରହୁଥିବା ଅଧିକାଂଶ ଝିଅଙ୍କର ହୋଇଗଲାଣି।

bapa

Debendra Prusty
  • Published: Wednesday, 13 July 2022
  • , Updated: 13 July 2022, 12:13 PM IST

୧୫ ବର୍ଷର ଝିଅ ପୂଜା। ଗାଁ ମାଟିରେ ବଢୁଥିବା ଶାନ୍ତଶିଷ୍ଟ ଝିଅଟିଏ। କୁନି କୁନି ଦୁଇ ନିରୀହ ଆଖିରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ସିଏ କଣ ଜାଣିଥିଲା ଜୀବନ ଆରମ୍ଭ ନହେଉଣୁ ତା ଉପରକୁ ପାହାଡ଼ ଭଳି ବିପଦ ମାଡିଆସିବ ବୋଲି? ଖାଲି ଏହା ପୂଜାର କାହାଣୀ ନୁହେଁ, ଆଜିକାଲି ବୋଧେ ଏ କାହାଣୀ ଗାଁ'ରେ ରହୁଥିବା ଅଧିକାଂଶ ଝିଅଙ୍କର ହୋଇଗଲାଣି।

https://youtu.be/JvYhE_lm560

Related story