ଅନ୍ତ ହୋଇନି ‘ଠିକା’ ଯୁଗ!

ଶିକ୍ଷକଙ୍କ ଉପରେ ମାନସିକ ଯନ୍ତ୍ରଣା, କେମିତି ପଢ଼ାଇବେ ପାଠ? ରାଜରାସ୍ତାରେ ଯଦି ଶିକ୍ଷକ ଆନ୍ଦୋଳନ କରିବେ. ସ୍କୁଲରେ ପିଲା କରିବେ କଣ? ୨୦୦୧ ମସିହାରୁ ରାଜ୍ୟରେ ଶିକ୍ଷା ସହାୟକ ନାଁରେ ଶିକ୍ଷକଙ୍କ ନିଯୁକ୍ତ ଆରମ୍ଭ ହେଲା। ଅର୍ଥାତ ୨୦୦୧ରୁ ଠିକା ଯୁଗର ଆରମ୍ଭ ହେଲା। ଖୁଚୁରା ଦେଇ ବଡ଼ ଆଶା କରୁଥିଲେ ସରକାର। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପ୍ରାଥମିକ ଶିକ୍ଷକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରାତ୍ୟାହାର ଘୋଷଣା କଲା […]

contract

Debendra Prusty
  • Published: Tuesday, 25 October 2022
  • , Updated: 25 October 2022, 10:34 AM IST

ଶିକ୍ଷକଙ୍କ ଉପରେ ମାନସିକ ଯନ୍ତ୍ରଣା, କେମିତି ପଢ଼ାଇବେ ପାଠ? ରାଜରାସ୍ତାରେ ଯଦି ଶିକ୍ଷକ ଆନ୍ଦୋଳନ କରିବେ. ସ୍କୁଲରେ ପିଲା କରିବେ କଣ? ୨୦୦୧ ମସିହାରୁ ରାଜ୍ୟରେ ଶିକ୍ଷା ସହାୟକ ନାଁରେ ଶିକ୍ଷକଙ୍କ ନିଯୁକ୍ତ ଆରମ୍ଭ ହେଲା। ଅର୍ଥାତ ୨୦୦୧ରୁ ଠିକା ଯୁଗର ଆରମ୍ଭ ହେଲା। ଖୁଚୁରା ଦେଇ ବଡ଼ ଆଶା କରୁଥିଲେ ସରକାର। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପ୍ରାଥମିକ ଶିକ୍ଷକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରାତ୍ୟାହାର ଘୋଷଣା କଲା ପରେ ଅନ୍ୟମାନଙ୍କ ସହ ପ୍ରାଥମିକ ଶିକ୍ଷକମାନେ ମଧ୍ୟ ବେଶ ଖୁସିଥିଲେ। ହେଲେ ସରକାରଙ୍କର ବିଜ୍ଞପ୍ତି ଦେଖିବା ପରେ ଭାଙ୍ଗିଯାଇଥିଲା ଏହି ପ୍ରାଥମିକ ଶିକ୍ଷକଙ୍କ ମନ।

https://youtu.be/GB1rFpRbW04

Related story