ଟୁଙ୍ଗୁରୁ କଣ୍ଠଶିଳ୍ପୀଙ୍କୁ ମୁଣ୍ଡିଆ!
ଆଜି ଯଦି ଅକ୍ଷୟ ମହାନ୍ତିଙ୍କ ଭଳି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ବଞ୍ଚିଥାନ୍ତେ ଓଡ଼ିଆ ସଂଗୀତର ଏହି ଦୟନୀୟ ଅବସ୍ଥା ଦେଖି ହୁଏତ କାନ୍ଦିଥାନ୍ତେ। ହୁଏତ, କାହାକୁ ନିଜର ପରିଚୟ ଦେବାକୁ କୁଣ୍ଠାବୋଧ କରିଥାନ୍ତେ ଯେ, ସେ ସେହି ସଂଗୀତ ଦୁନିଆରୁ ଆସୁଛନ୍ତି ଯେଉଁଠି ଗୀତଟିଏ କରିବା ପାଇଁ ଟୁଙ୍ଗୁରୁ ଭଳି ଚରିତ୍ରଙ୍କର ଆବଶ୍ୟକତା ପଡ଼େ।

https://youtu.be/81PRkjDpCVE