ଦୟନୀୟ ଅବସ୍ଥାରେ ଦେଢଶୁର ଭାଇବୋହୂ

ଅଦ୍ଭୂତ, ଅନନ୍ୟ, ଅବିଶ୍ୱବସନୀୟ। ଦେଖିବାକୁ ଯେତିକି ସୁନ୍ଦର ନାଁ ଶୁଣିଲେ ମନରେ ସୃଷ୍ଟି ହୁଏ ସେତିକି କୌତୁହଳ। କିଏ ମନରେ ଭକ୍ତି ନେଇ ମାଡ଼ିି ଆସେ ତ କିଏ ପାହାଡ଼ର ନାଁ ପଛର ଘଟଣା ଜାଣିବାକୁ ବାଟରେ ଗଲାବେଳେ କିଛି ସମୟ ଅଟକି ଯାଏ।