କରୋନା ମହାମାରୀ ବେଳେ କମିଲା ଡିଟରଜେଣ୍ଟର ବ୍ୟବହାର
- Published: Saturday, 24 October 2020
- , Updated: 24 October 2020, 12:41 PM IST

ବେଙ୍ଗାଲୁରୁ: କରୋନା ମହାମାରୀ ବେଳେ ସମସ୍ତ କିଭଳି ପରିସ୍କାର, ପରିଚ୍ଛନ୍ନ ରହିବା ତା’ଉପରେ ଗୁରୁତ୍ୱ ଦେଉଛନ୍ତି ସମସ୍ତେ। ଆଇ ଏହି ସମୟରେ ହ୍ୟାଣ୍ଡ ଓ୍ୱାଶ ଭଳି ସାମଗ୍ରୀର ଚାହିଦା ବଢ଼ିଛି। ହେଲେ ଲୁଗା ପରିସ୍କାର କରିବା ପାଇଁ ଆବଶ୍ୟକ ଡିଟରଜେଣ୍ଟର ବ୍ୟବହାର କମିଛି। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଟରଜେଣ୍ଟ କମ୍ପାନୀ ମାନେ।

ଡିଟରଜେଣ୍ଟ ଶିଳ୍ପ ଉପରେ ଗବେଷଣା କରୁଥିବା ଜଣେ ଗବେଷକ କହିଛନ୍ତି, କରୋନା ମହାମାରୀ ପାଇଁ ପ୍ରାୟତଃ ଅଧିକାଂଶ ଲୋକେ ଘରେ ରହୁଛନ୍ତି। ନହେଲେ ଓ୍ୱାର୍କ ଫର୍ମ ହୋମ୍ କରୁଛନ୍ତି। ଲୋକମାନେ ବେଶି ବାହାରକୁ ଯାଉ ନଥିବାରୁ ଲୋକମାନେ ଘରୋଇ କପଡା ଟି-ଶାର୍ଟ, ଶର୍ଟସ ଆଦି ବ୍ୟବହାର କରୁଛନ୍ତି। ଅଧିକ କପଡା ବ୍ୟବହାର ହେଉନଥିବାରୁ ଡିଟରଜେଣ୍ଟର ବ୍ୟବହାର କମିଛି ବୋଲି ଗବେଷକ ଜଣଙ୍କ କହିଛନ୍ତି।

ଦେଖନ୍ତୁ ଏହି ରିପୋର୍ଟ: