ଚାଷୀ ହତାଶ୍, ଦଲାଲ ମାଲାମାଲ୍

Ordigital Desk
  • Published: Monday, 15 February 2021
  • , Updated: 15 February 2021, 11:46 PM IST
<p>ଚାଷୀ ଫସଲର ଉଚିତ ମୂଲ୍ୟ ନପାଇବାର ସମସ୍ୟା ହେଲା ଆବଶ୍ୟକ ବଜାରର ଅଭାବ। ଯେଉଁ ବଜାର ଅଛି ତା&rsquo; ସହିତ ଚାଷୀର ସିଧାସଳଖ ଲିଙ୍କ୍ ନାହିଁ। ଆଉ ଯାହାର ଫାଇଦା ନେଉଛନ୍ତି ମଧ୍ୟସ୍ତି ବା ଦଲାଲ। ଦେଖନ୍ତୁ ନୂଆପଡ଼ା ଜିଲ୍ଲାରୁ ଏହି ରିପୋର୍ଟ।</p>

Related story