ଦ୍ରୌପଦୀଙ୍କ ଗାଁରେ ଜଳିବ ବତୀ

ଆଉ ରାଷ୍ଟ୍ରପତିଙ୍କ ଗାଁରେ ଜଳିବନି ଡିବିରି ଆଲୁଅ। କି ଲଣ୍ଠନର ଆବଶ୍ୟକତା ପଡିବନି। ଗାଁକୁ ଆସୁଛି ବିଜୁଳି ବତୀ। ଏଥର ଟିଭି ଲଗେଇ ଖବର ଦେଖି ପାରିବେ ମୟୂରଭଞ୍ଜ ଉପରବେଡା ଗାଁ ଲୋକେ। ଦେଶର ଭାବି ରାଷ୍ଟ୍ରପତିଙ୍କ ଗାଁରେ ଆରମ୍ଭ ହେବାକୁ ଯାଉଛି ବିଦ୍ୟୁତ ସେବା।

bijuli

Debendra Prusty
  • Published: Monday, 27 June 2022
  • , Updated: 27 June 2022, 04:07 PM IST

ଆଉ ରାଷ୍ଟ୍ରପତିଙ୍କ ଗାଁରେ ଜଳିବନି ଡିବିରି ଆଲୁଅ। କି ଲଣ୍ଠନର ଆବଶ୍ୟକତା ପଡିବନି। ଗାଁକୁ ଆସୁଛି ବିଜୁଳି ବତୀ। ଏଥର ଟିଭି ଲଗେଇ ଖବର ଦେଖି ପାରିବେ ମୟୂରଭଞ୍ଜ ଉପରବେଡା ଗାଁ ଲୋକେ। ଦେଶର ଭାବି ରାଷ୍ଟ୍ରପତିଙ୍କ ଗାଁରେ ଆରମ୍ଭ ହେବାକୁ ଯାଉଛି ବିଦ୍ୟୁତ ସେବା।

https://youtu.be/W4ofd1zBwCo

Related story