ପୁରୀ ମେଡିକାଲ ଚୌକିରେ ଭୂତ ବସିଛି!

ଆଜି ବିଶ୍ୱସ୍ତରୀୟ ରଥଯାତ୍ରା। ଆଉ ଏହାକୁ ନେଇ ଆମ ସରକାରଙ୍କ ବିଶ୍ୱସ୍ତରୀୟ ବ୍ୟବସ୍ଥା ଉପରେ ଟିକେ ନଜର ପକାନ୍ତୁ। ଇଏ ହେଉଛି ପୁରୀ ବଡ଼ମେଡିକାଲର ଦୃଶ୍ୟ। ଗତ ଗୁରୁବାର ସକାଳେ ଆଉଟଡୋରରେ ଲାଗିଥିଲା ଲମ୍ୱାଲାଇନ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଆଉଟଡୋର ପଞ୍ଜୀକରଣ କେନ୍ଦ୍ର ବାହାରେ ଧାଡିରେ ଲମ୍ୱେଇ ହୋଇ ଠିଆ ହୋଇଥିଲେ ଉଭୟ ରୋଗୀ ଓ ସମ୍ପର୍କୀୟ।

daktarkhana

Debendra Prusty
  • Published: Friday, 01 July 2022
  • , Updated: 01 July 2022, 11:10 AM IST

ଆଜି ବିଶ୍ୱସ୍ତରୀୟ ରଥଯାତ୍ରା। ଆଉ ଏହାକୁ ନେଇ ଆମ ସରକାରଙ୍କ ବିଶ୍ୱସ୍ତରୀୟ ବ୍ୟବସ୍ଥା ଉପରେ ଟିକେ ନଜର ପକାନ୍ତୁ। ଇଏ ହେଉଛି ପୁରୀ ବଡ଼ମେଡିକାଲର ଦୃଶ୍ୟ। ଗତ ଗୁରୁବାର ସକାଳେ ଆଉଟଡୋରରେ ଲାଗିଥିଲା ଲମ୍ୱାଲାଇନ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଆଉଟଡୋର ପଞ୍ଜୀକରଣ କେନ୍ଦ୍ର ବାହାରେ ଧାଡିରେ ଲମ୍ୱେଇ ହୋଇ ଠିଆ ହୋଇଥିଲେ ଉଭୟ ରୋଗୀ ଓ ସମ୍ପର୍କୀୟ।

https://youtu.be/-I-UzRBkUYE

Related story