ଦୁଇ କମ୍ପାନୀର ମାଲିକାଣୀ ଅର୍ଚ୍ଚନା

ବଡ଼ ବଡ଼ିଆଙ୍କୁ ହନି ଟ୍ରାପ କରି ଫସାଇଥିବା ଅର୍ଚ୍ଚନା ନାଗ୍ ବହୁ କଳା ସମ୍ପତ୍ତି ସହ ଦୁଇଟି କମ୍ପାନୀର ମାଲିକ ମଧ୍ୟ ଥିଲେ। ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ ଘରେ ଏକ ମିନିବାର୍ ଖୋଲି ଦାମୀ ବ୍ରାଣ୍ଡର ମଦ ରଖିଥିବା ମଧ୍ୟ ଚର୍ଚ୍ଚା ହେଉଛି।

archana co

Debendra Prusty
  • Published: Monday, 10 October 2022
  • , Updated: 10 October 2022, 01:35 PM IST

ବଡ଼ ବଡ଼ିଆଙ୍କୁ ହନି ଟ୍ରାପ କରି ଫସାଇଥିବା ଅର୍ଚ୍ଚନା ନାଗ୍ ବହୁ କଳା ସମ୍ପତ୍ତି ସହ ଦୁଇଟି କମ୍ପାନୀର ମାଲିକ ମଧ୍ୟ ଥିଲେ। ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ ଘରେ ଏକ ମିନିବାର୍ ଖୋଲି ଦାମୀ ବ୍ରାଣ୍ଡର ମଦ ରଖିଥିବା ମଧ୍ୟ ଚର୍ଚ୍ଚା ହେଉଛି।

https://youtu.be/qL__MsMmJb8

Related story