ପରିବାରକୁ ଛାରଖାର କରିଦେଲା ସନ୍ଦେହ। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ। ଆଉ ରକ୍ତଜୁଡୁବୁଡୁ ମୁଣ୍ଡକୁ ଧରି ୧୨ କିମି ଚାଲିଲା। ମନର କେତେ ଆକ୍ରୋଶ ଥିଲା ଯେ ଶରୀରରୁ ମୁଣ୍ଡ ଅଲଗା କରିଦେଲା। ଜୀବନ ଚାଲିଗଲା ବୋଲି ବି ଜାଣିପାରିନଥିବ ସ୍ତ୍ରୀ। ଢ଼େଙ୍କାନାଳ ଗଁନ୍ଦିଆ ଥାନା ଚନ୍ଦ୍ରଶେଖର ପୁର ଗାଁରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଛି।
https://youtu.be/tYuNcke0kZw