ଗରିବ ପୁଅ ସବୁରି ଶଳା

ଗରିବ ପିଲାଟିଏ, ସୁଦୂର ଗାଁରୁ ଆସି ରାଜଧାନୀ ଭୁବନେଶ୍ୱରରେ ଅଟୋ ଚଳାଉଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ଏକ ଅଘଟଣ ଘଟିଲା। ଅଘଟଣ କାହା ଜୀବନରେ ବି ଘଟିପାରେ। କିନ୍ତୁ ସେଇ କଥାକୁ ନେଇ ଡଜନେରୁ ଅଧିକ ଗୀତ ପ୍ରସ୍ତୁତ କରିବା। ରଥଯାତ୍ରା ଭଳି ସିଧା ପ୍ରସାରଣ କରିବାର ଅର୍ଥ କିଛି ବୁଝା ପଡ଼ୁନାହିଁ।

gariba pua

Debendra Prusty
  • Published: Tuesday, 28 June 2022
  • , Updated: 28 June 2022, 06:03 PM IST

ଗରିବ ପିଲାଟିଏ, ସୁଦୂର ଗାଁରୁ ଆସି ରାଜଧାନୀ ଭୁବନେଶ୍ୱରରେ ଅଟୋ ଚଳାଉଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ଏକ ଅଘଟଣ ଘଟିଲା। ଅଘଟଣ କାହା ଜୀବନରେ ବି ଘଟିପାରେ। କିନ୍ତୁ ସେଇ କଥାକୁ ନେଇ ଡଜନେରୁ ଅଧିକ ଗୀତ ପ୍ରସ୍ତୁତ କରିବା। ରଥଯାତ୍ରା ଭଳି ସିଧା ପ୍ରସାରଣ କରିବାର ଅର୍ଥ କିଛି ବୁଝା ପଡ଼ୁନାହିଁ।

https://youtu.be/-ICE9YxWqO0

Related story