ତେନ୍ତୁଳିରୁ ମିଳେ ଏସବୁ ଫାଇଦା
- Published: Friday, 04 December 2020
- , Updated: 04 December 2020, 03:59 PM IST

ଆଜିକା ସମୟରେ ଫିଟ୍ ରହିବାକୁ ସମସ୍ତେ ଚାହୁଁଛନ୍ତି। ଆଉ ଏଥିଲାଗି କେତେ କ’ଣ ବି କରୁଛନ୍ତି । ହେଲେ ବହୁତ କମ୍‌ ଲୋକ ଜାଣିଥିବେ ଯେ ଶରୀରର ଓଜନ କମ୍‌ କରିବାରେ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ସି, ଭିଟାମିନ୍ ଇ, ଭିଟାମିନ୍ ବି, କ୍ୟାଲସିଅମ୍‌, ଆଇରନ୍‌, ମାଙ୍<wbr />ଗାନିଜ୍‌, ପୋଟାସିୟମ୍‌, ଫସଫରସ୍‌ ଓ ଫାଇବର୍‌ ପ୍ରଚୂର ମାତ୍ରାରେ ରହିଛି।