ଘୋଡ଼ାଗାଡ଼ି ଚାଳକରୁ ମସଲା ଜଗତର ଟାଇଗର

Ordigital Desk
  • Published: Friday, 04 December 2020
  • , Updated: 04 December 2020, 11:15 AM IST
<p>ଜଣାଶୁଣା ମସଲା କମ୍ପାନୀ ଏମ୍&zwnj;ଡିଏଚ୍&zwnj; ଗ୍ରୁପର ମାଲିକ ଧର୍ମପାଲ୍&zwnj; ଗୁଲାଟିଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଘରେ ଟିଭି ଦେଖିଲା ବେଳେ ଆପଣ କେବେ ନା କେବେ ଏକ ବିଜ୍ଞାପନ ଦେଖିଥିବେ। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର ମାଲିକ। ଯାହାଙ୍କ ମସଲା ଭାରତର ଘରେ ଘରେ ପରିଚିତ।</p>

Related story