ଟଙ୍କା ମାଗୁଛନ୍ତି ମନ୍ତ୍ରୀଙ୍କ ପିଏ!

ରାଜନେତାଙ୍କ ପିଏ କହି ଫୋନ କରିଥିଲେ। ମା’ଙ୍କ ହୋମଯଜ୍ଞ ପାଇଁ ଟଙ୍କା ମାଗିଥିଲେ। ପରେ ବ୍ୟବସାୟୀଙ୍କଠାରୁ ୩୧ ହଜାର ୫୦୦ ଟଙ୍କା ଫୋନପେ’ରେ ନେଇଥିଲେ। ଆଉ ଦୁଇ ଜଣଙ୍କୁ ବି ଠକିଥିଲା ମନୀଷା କିନ୍ନର। ନିଜକୁ କହୁଥିଲେ ରାଜନେତାଙ୍କ ପିଏ।

kinnar

Debendra Prusty
  • Published: Friday, 18 November 2022
  • , Updated: 18 November 2022, 12:33 PM IST

ରାଜନେତାଙ୍କ ପିଏ କହି ଫୋନ କରିଥିଲେ। ମା’ଙ୍କ ହୋମଯଜ୍ଞ ପାଇଁ ଟଙ୍କା ମାଗିଥିଲେ। ପରେ ବ୍ୟବସାୟୀଙ୍କଠାରୁ ୩୧ ହଜାର ୫୦୦ ଟଙ୍କା ଫୋନପେ’ରେ ନେଇଥିଲେ। ଆଉ ଦୁଇ ଜଣଙ୍କୁ ବି ଠକିଥିଲା ମନୀଷା କିନ୍ନର। ନିଜକୁ କହୁଥିଲେ ରାଜନେତାଙ୍କ ପିଏ।

https://youtu.be/TzjlIUJAvWE

Related story