ବିଧାୟକଙ୍କୁ ଗୋଡ଼େଇ ଗୋଡେଇ ପିଟିଲେ

ଯୁକ୍ତିତର୍କରୁ ଉତ୍ତେଜନା। ଉତ୍ତେଜନାରୁ ଚାପୁଡ଼ା, ମୁଥ ବିଧା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ନିଜ ଜୀବନ ବଞ୍ଚାଇ ଧାଇଁଲେ ବିଧାୟକ। ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଥିବା ଏହି ଭିଡିଓକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା।

mla

Debendra Prusty
  • Published: Wednesday, 23 November 2022
  • , Updated: 23 November 2022, 11:10 AM IST

ଯୁକ୍ତିତର୍କରୁ ଉତ୍ତେଜନା। ଉତ୍ତେଜନାରୁ ଚାପୁଡ଼ା, ମୁଥ ବିଧା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ନିଜ ଜୀବନ ବଞ୍ଚାଇ ଧାଇଁଲେ ବିଧାୟକ। ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଥିବା ଏହି ଭିଡିଓକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା।

https://youtu.be/ZXBw-E3Bse8

Related story