ମୋବାଇଲ ଓ ମୋ ମା’

ମାଆ ମୁଁ ଯାଉଛି…ଆଉ କେବେ ଫେରିବିନି। ତୋ କୋଳ ଖାଲି ହୋଇଯିବ। ମୁଁ ଜାଣିଛି ତୁ ମତେ ଝୁରିବୁ। ମନେପକାଇବୁ,କାନ୍ଦିବୁ। ହେଲେ କଣ କରିବି କହିଲୁ? ଆଉ ବଞ୍ଚିବା ପାଇଁ ଇଚ୍ଛା ନାଇଁ ଲୋ ମାଆ। ମୁଁ କାହିଁକି ମରୁଛି ଶୁଣିବୁ?