ଏଇଠି ବନ୍ଧା ମୋ ଜୀବନ

ଏ ହେଉଛି ଉପେନ୍ଦ୍ରଙ୍କ ଛୋଟିଆ କୁଡ଼ିଆ ଘର। ଏହାରି ଭିତରେ ରୋଷେଇ ହୁଏ,ଯେଉଁଠି ଖାଇବା ସେଇଠି ଶୋଇବା। ବିରାଡ଼ି ମାନେ ଉପେନ୍ଦ୍ରଙ୍କ ପାଖରେ ଶୁଅନ୍ତି, ବସନ୍ତି ଖେଳନ୍ତି। ଏହି ବିରାଡ଼ି କୁକୁରଙ୍କୁ ଘଡ଼ିଏ ନଦେଖିଲେ ରହି ପାରନ୍ତିନି ଉପେନ୍ଦ୍ର।

life

Debendra Prusty
  • Published: Thursday, 20 October 2022
  • , Updated: 20 October 2022, 11:38 AM IST

ଏ ହେଉଛି ଉପେନ୍ଦ୍ରଙ୍କ ଛୋଟିଆ କୁଡ଼ିଆ ଘର। ଏହାରି ଭିତରେ ରୋଷେଇ ହୁଏ,ଯେଉଁଠି ଖାଇବା ସେଇଠି ଶୋଇବା। ବିରାଡ଼ି ମାନେ ଉପେନ୍ଦ୍ରଙ୍କ ପାଖରେ ଶୁଅନ୍ତି, ବସନ୍ତି ଖେଳନ୍ତି। ଏହି ବିରାଡ଼ି କୁକୁରଙ୍କୁ ଘଡ଼ିଏ ନଦେଖିଲେ ରହି ପାରନ୍ତିନି ଉପେନ୍ଦ୍ର।

https://youtu.be/-VeeptCjqVE

Related story