ଅଫିସ ନା ମଦଭାଟି?

ଅଫିସରେ ଗଡୁଛି ବିୟର ବୋତଲ। ଯେଉଁ ବ୍ରାଣ୍ଡ ଖୋଜିବ ତାହା ମିଳିବ। ଫାଇଲ ବୋଝେଇ ଗଡ୍ରେଜ ତଳେ ବିଦେଶୀ ମଦ ବୋତଲ। ମଦ ସାଙ୍ଗକୁ ପ୍ଲାଷ୍ଟିକ ଗ୍ଲାସ ବି ରହିଛି। ଏଥିସହିତ କିଛି ଆପତ୍ତିଜନକ ସାମଗ୍ରୀ ବି ମିଳିଛି। ସ୍ଥାନୀୟ ଲୋକଙ୍କ କହିବା କଥା ରାତିରେ ଏଠାରେ ଝିଅ ଆସନ୍ତି। ଗୁଣ୍ଡାଗିରି ବି ଚାଲେ।

office bhati

Debendra Prusty
  • Published: Friday, 24 June 2022
  • , Updated: 24 June 2022, 02:51 PM IST

ଅଫିସରେ ଗଡୁଛି ବିୟର ବୋତଲ। ଯେଉଁ ବ୍ରାଣ୍ଡ ଖୋଜିବ ତାହା ମିଳିବ। ଫାଇଲ ବୋଝେଇ ଗଡ୍ରେଜ ତଳେ ବିଦେଶୀ ମଦ ବୋତଲ। ମଦ ସାଙ୍ଗକୁ ପ୍ଲାଷ୍ଟିକ ଗ୍ଲାସ ବି ରହିଛି। ଏଥିସହିତ କିଛି ଆପତ୍ତିଜନକ ସାମଗ୍ରୀ ବି ମିଳିଛି। ସ୍ଥାନୀୟ ଲୋକଙ୍କ କହିବା କଥା ରାତିରେ ଏଠାରେ ଝିଅ ଆସନ୍ତି। ଗୁଣ୍ଡାଗିରି ବି ଚାଲେ।

https://youtu.be/CDdp-jiKx6U

Related story