ନିଆରା ପ୍ରେମ, ବିରଳ ବିବାହ

ହ୍ୱିଲଚେୟାରରେ ବୋହୂ ବେଶରେ ବସିଛନ୍ତି ଦେବସ୍ମିତା। ଆଉ ଚେୟାର ଧରି ହୋମ ନିଆଁର ଚାରି ପାଖେ ବୁଲାଉଛନ୍ତି ଶୁଭ୍ରାଂଶୁ। ମୁଣ୍ଡରେ ସିନ୍ଦୂର ଦେଇ ସାତଜନ୍ମ ପାଇଁ ଦେବସ୍ମିତାଙ୍କୁ ନିଜର କରୁଛନ୍ତି। ହେଲେ ଆଜିର ଏହି ଖୁସି ମୂହୁର୍ତ୍ତ ପଛରେ କେତେ ଯେ ସଂଘର୍ଷ ରହିଛି ତାହା ଜାଣିଲେ ଏହି ପ୍ରେମିକଙ୍କ ପ୍ରଶଂସା ନକରି ରହିପାରିବେନି ଆପଣ।

love

Debendra Prusty
  • Published: Saturday, 19 November 2022
  • , Updated: 19 November 2022, 02:31 PM IST

ହ୍ୱିଲଚେୟାରରେ ବୋହୂ ବେଶରେ ବସିଛନ୍ତି ଦେବସ୍ମିତା। ଆଉ ଚେୟାର ଧରି ହୋମ ନିଆଁର ଚାରି ପାଖେ ବୁଲାଉଛନ୍ତି ଶୁଭ୍ରାଂଶୁ। ମୁଣ୍ଡରେ ସିନ୍ଦୂର ଦେଇ ସାତଜନ୍ମ ପାଇଁ ଦେବସ୍ମିତାଙ୍କୁ ନିଜର କରୁଛନ୍ତି। ହେଲେ ଆଜିର ଏହି ଖୁସି ମୂହୁର୍ତ୍ତ ପଛରେ କେତେ ଯେ ସଂଘର୍ଷ ରହିଛି ତାହା ଜାଣିଲେ ଏହି ପ୍ରେମିକଙ୍କ ପ୍ରଶଂସା ନକରି ରହିପାରିବେନି ଆପଣ।

https://youtu.be/3-2iPwOCIq4

Related story