ହାତରେ ବରଣମାଳ ଓ ସିନ୍ଦୂର ଧରି ବୁଲୁଛନ୍ତି ଭାଉଜ। ଦିଅର ଯେଉଁଠି ଦେଖା ହେବେ, ସେଇଠି ବାହା ହେବେ। ମୋ ସ୍ୱାମୀକୁ ମୁଁ ଥାନାରେ ବାହା ହେବି। ଥାନାରେ ଫୁଲମାଳ ଓ ସିନ୍ଦୁର ଧରି ପହଞ୍ଚିଲେ ମହିଳା। ପୂର୍ବରୁ ମନ୍ଦିରରେ ବିବାହ କରିଥିଲେ ମଧ୍ୟ ସ୍ବାମୀ ଆଉ ଜଣଙ୍କୁ ଲୁଚି ବାହା ହେଉଥିଲେ। ଖବର ପାଇ କୋଲାଥିଆ ଜଗନ୍ନାଥ ମନ୍ଦିରରେ ପହଞ୍ଚି ବାହାଘର ଅଟକାଇ ପୋଲିସକି ଖବର ଦେଲେ ସ୍ତ୍ରୀ। ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ।
https://youtu.be/m_-QOiEb0zw