ବସ୍ତ୍ରକୁ ନେଇ ଟ୍ରୋଲ୍ ହେଉଛନ୍ତି ସୋନା

Ordigital Desk
  • Published: Tuesday, 08 December 2020
  • , Updated: 08 December 2020, 04:52 PM IST
<p>ଓଡ଼ିଆ ଝିଅ ତଥା ବଲିଉଡ୍ ଗାୟିକା ସୋନା ମହାପାତ୍ର ନିଜ ନୂଆ ମ୍ୟୁଜିକ୍ ଭିଡିଓ &#039;ହିରେ ହିରେ&#039;ର ବେଶଭୂଷାକୁ ନେଇ ଟ୍ରୋଲ୍ ହେଉଛନ୍ତି। ଏପରିକି ତାଙ୍କ ମିଠୁ ଅଭିଯୋଗକୁ ଲୋକେ ମିଛ ବୋଲି କହିଲେଣି।</p>

Related story