ରାଜନୀତିରେ ପ୍ରତୀକ ପୂଜା !

ଧର୍ମ ଓ ବିଶ୍ୱାସ ପରି ରାଜନୀତିରେ ମଧ୍ୟ ଅନେକ ସମୟରେ ପ୍ରତୀକ ପୂଜା କରାଯାଏ। ଜାତି, ଧର୍ମ ଓ ସଂପ୍ରଦାୟକୁ ନେଇ ରାଜନୀତି ଭଲ ନୁହେଁ ବୋଲି ବାରମ୍ବାର ଘୋଷଣା କରାଯାଏ। ତଥାପି ଭୋଟ ରାଜନୀତିରେ ଏସବୁ ଏକ କୌଶଳ। ସେହି କୌଶଳର ପ୍ରତୀକ ହୋଇଥାନ୍ତି ସ୍ଥାନ, କାଳ ଓ ପାତ୍ର ଭେଦରେ ବିଭିନ୍ନ ଚରିତ୍ର।

droupadi

Debendra Prusty
  • Published: Wednesday, 29 June 2022
  • , Updated: 29 June 2022, 04:56 PM IST

ଧର୍ମ ଓ ବିଶ୍ୱାସ ପରି ରାଜନୀତିରେ ମଧ୍ୟ ଅନେକ ସମୟରେ ପ୍ରତୀକ ପୂଜା କରାଯାଏ। ଜାତି, ଧର୍ମ ଓ ସଂପ୍ରଦାୟକୁ ନେଇ ରାଜନୀତି ଭଲ ନୁହେଁ ବୋଲି ବାରମ୍ବାର ଘୋଷଣା କରାଯାଏ। ତଥାପି ଭୋଟ ରାଜନୀତିରେ ଏସବୁ ଏକ କୌଶଳ। ସେହି କୌଶଳର ପ୍ରତୀକ ହୋଇଥାନ୍ତି ସ୍ଥାନ, କାଳ ଓ ପାତ୍ର ଭେଦରେ ବିଭିନ୍ନ ଚରିତ୍ର।

https://youtu.be/gZKX13yPEgs

Related story