ଧନ୍ୟବାଦ ଓଡ଼ିଶା! କଥା ଦେଉଛୁ, କଥା ରଖିବୁ।

ଓଡ଼ିଶା ରିପୋର୍ଟର ଏକ ନାଁ ଥିଲା, ବ୍ରାଣ୍ଡ ବନାଇଥିବାରୁ ଧନ୍ୟବାଦ। ଅପରିଚିତ ଭାବେ ଆସିଥିଲା, ପରିଚୟ ଦେଇଥିବାରୁ ଧନ୍ୟବାଦ। ଖବରର ନୂଆ ମାଧ୍ୟମକୁ ଆପଣାର ଭାବି ଗ୍ରହଣ କରିଥିବାରୁ ଧନ୍ୟବାଦ।

dhanyabad

Debendra Prusty
  • Published: Monday, 27 June 2022
  • , Updated: 27 June 2022, 03:07 PM IST

ଓଡ଼ିଶା ରିପୋର୍ଟର ଏକ ନାଁ ଥିଲା, ବ୍ରାଣ୍ଡ ବନାଇଥିବାରୁ ଧନ୍ୟବାଦ। ଅପରିଚିତ ଭାବେ ଆସିଥିଲା, ପରିଚୟ ଦେଇଥିବାରୁ ଧନ୍ୟବାଦ। ଖବରର ନୂଆ ମାଧ୍ୟମକୁ ଆପଣାର ଭାବି ଗ୍ରହଣ କରିଥିବାରୁ ଧନ୍ୟବାଦ।

https://youtu.be/OxIsuyaj9AU

Related story