'ଧୃତରାଷ୍ଟ୍ରଙ୍କ କୁଶାସନ ଓଡ଼ିଶାବାସୀଙ୍କୁ ଜଣାପଡ଼ିଗଲାଣି'

ବାଣପୁର ସଭାରେ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ, କହିଲେ- ମହିଳା ଅତ୍ୟାଚାର, ବଳାତ୍କାର ଓ ଚାଲାଣରେ ଦେଶରେ ଓଡ଼ିଶା ୧ ନମ୍ବର। ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ।

  • Published: Wednesday, 28 December 2022
  • , Updated: 28 December 2022, 06:30 PM IST

ବାଣପୁର ସଭାରେ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ, କହିଲେ- ମହିଳା ଅତ୍ୟାଚାର, ବଳାତ୍କାର ଓ ଚାଲାଣରେ ଦେଶରେ ଓଡ଼ିଶା ୧ ନମ୍ବର। ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ।

https://youtu.be/5ahBBxTMyF0

Related story