ଜନ୍ମର ୮ ଦିନ ପରେ ବନ୍ଧୁଙ୍କୁ ସମ୍ଭାଳିବାକୁ ଦେଇଥିଲେ ହେଲେ ହସ୍ପିଟାଲ୍ରୁ ପିଲାକୁ ନେଇ ଆଉ ଫେରାଉ ନଥିଲେ ବନ୍ଧୁଙ୍କ ପତ୍ନୀ। ପ୍ରକୃତରେ ପୁଅ କାହାର ଦୁଇ ଦମ୍ପତିଙ୍କ ମଧ୍ୟରେ ପୁଅ ସନ୍ତାନକୁ ନେଇ ଏବେ ଏଭଳି ଟଣାଓଟରା ଲାଗିଛି। ଗୋଟିଏ ଛୁଆକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି।
https://youtu.be/auViXkotk04