ୱାର୍ଲ୍ଡକପ୍ ହାରିଲେ ଉର୍ବଶୀ ଦାୟୀ!

Ordigital Desk
  • Published: Tuesday, 11 October 2022
  • , Updated: 11 October 2022, 10:45 AM IST
<p>ଋଷଭଙ୍କ ପ୍ରେମରେ ପାଗଳ ଉର୍ବଶୀ। ଦୁବାଇରୁ ଅଷ୍ଟ୍ରେଲିଆ ଋଷଭଙ୍କ ପିଛା ଛାଡ଼ୁନାହାନ୍ତି ଉର୍ବଶୀ ରାଉତେଲା। ଉବର୍ଶୀ ଫେସବୁକରେ ଏକ ପୋଷ୍ଟ କରି ଲେଖିଛନ୍ତି ମୋ ପ୍ରେମକୁ ଫିଛା କରିବା ମତେ ଅଷ୍ଟ୍ରେଲିଆରେ ପହଞ୍ଚାଇ ଦେଇଛି। ଟିମ୍ ଇଣ୍ଡିଆ ୱାର୍ଲ୍ଡକପ୍ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି ଏବଂ ଭାରତୀୟ ଦଳରେ ଋଷଭ ପନ୍ଥ ମଧ୍ୟ ଅଛନ୍ତି।</p>

Related story