ଗ୍ଲାସିୟର୍ ତରଳିଲେ ହେବ କି ମହାପ୍ରଳୟ ?

Ordigital Desk
  • Published: Tuesday, 09 February 2021
  • , Updated: 09 February 2021, 11:10 AM IST
<p>ହିମସ୍ଖଳନ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଏଯାଏ ନିୟନ୍ତ୍ରଣକୁ ଆସିପାରିନାହିଁ। ବିନ୍ୟାର ପ୍ରଖୋର ସ୍ରୋତରେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରୁ ହିଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୯ ଜଣଙ୍କ ମୃତଦେହ ମିଳିଛି।</p>

Related story