ଆନନ୍ଦପୁର: ରାସ୍ତା ମରାମତି ଓ ଆହତଙ୍କୁ ଚିକିତ୍ସା ଖର୍ଚ୍ଚ ଦାବିରେ ୨୪ ଘଣ୍ଟାରୁ ଅଧିକ ସମୟ ହେବ ଏନ୍‌ଏଚ୍‌ର ବ୍ରିଜ୍‌ ଛକ ଠାରେ ଭଦ୍ରକ-ଆନ୍ଦପୁର ରାସ୍ତା ଅବରୋଧ;କାଲି ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଆହତ ହୋଇଥିଲେ

Previous ArticleNext Article

Send this to a friend