ବାରିପଦା: ବାରମ୍ବାର ଫୋନ୍ କରିବା ପରେ ବି ଆସିଲାନି ୧୦୨ ଆମ୍ବୁଲାନ୍ସ, ଡାକ୍ତରଖାନା ଅାସିବା ବେଳେ ଅଟୋରେ ପ୍ରସବ କଲେ ମହିଳା; ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଫୁଲବାଡ଼ିଆ ଗାଁର ଘଟଣା, ମାଆ, ନବଜାତ ଶିଶୁ ସୁସ୍ଥ; ବାରମାଇଲି ଡାକ୍ତରଖାନାରେ ଭର୍ତ୍ତି

Previous ArticleNext Article

Send this to a friend