“ବିଜେଡି ଦଳ ଦୀର୍ଘଦିନ ଧରି ସରକାରରେ ଥିବାରୁ ଅହଂକାର ଆସିଯାଇଛି”

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଧାନସଭା ଗୃହକୁ ଆସୁନାହାନ୍ତି ମନ୍ତ୍ରୀ ଓ ବିଧାୟକ । ଗୁରୁବାର ଅପରାହ୍ନ ୩ଟା ୪୦ ମିନିଟ୍‌ ସମୟରେ କୋରମ୍‌ ଅଭାବରୁ ଗୃହକାର୍ଯ୍ୟ ୨ ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ସାଧାରଣ ବଜେଟ୍‌ ଉପରେ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ଛାଡି ଅନ୍ୟ କୌଣସି ମନ୍ତ୍ରୀ ଉପସ୍ଥିତ ନ ଥିଲେ। ଯାହାକୁ ନେଇ ବିରୋଧିଦଳ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରିସ୍ଥିତି ଏଭଳି ହେଲା ଯେ ବିରୋଧି କଂଗ୍ରେସକୁ କକ୍ଷତ୍ୟାଗ କରିବାକୁ ପଡିଥିଲା। ପରେ ବାଚସ୍ପତି ରୁଲିଂ […]

bi

bi

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 08:29 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଧାନସଭା ଗୃହକୁ ଆସୁନାହାନ୍ତି ମନ୍ତ୍ରୀ ଓ ବିଧାୟକ । ଗୁରୁବାର ଅପରାହ୍ନ ୩ଟା ୪୦ ମିନିଟ୍‌ ସମୟରେ କୋରମ୍‌ ଅଭାବରୁ ଗୃହକାର୍ଯ୍ୟ ୨ ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ସାଧାରଣ ବଜେଟ୍‌ ଉପରେ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ଛାଡି ଅନ୍ୟ କୌଣସି ମନ୍ତ୍ରୀ ଉପସ୍ଥିତ ନ ଥିଲେ। ଯାହାକୁ ନେଇ ବିରୋଧିଦଳ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରିସ୍ଥିତି ଏଭଳି ହେଲା ଯେ ବିରୋଧି କଂଗ୍ରେସକୁ କକ୍ଷତ୍ୟାଗ କରିବାକୁ ପଡିଥିଲା। ପରେ ବାଚସ୍ପତି ରୁଲିଂ ଦେଇ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କହିଥିଲେ। ଏହାପରେ ବିରୋଧୀ ଗୃହକୁ ଆସିଥିଲେ।

ଏହି ଘଟଣାରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନରସିଂହ କହିଛନ୍ତି ଯେ, ଗୃହ ପ୍ରତି ସମ୍ନାନ ଦିଆଯାଉ ନାହିଁ। ଦୀର୍ଘଦିନ ଧରି ସରକାରରେ ରହିଥିବାରୁ ବିଜେଡି ଦଳର ବ୍ୟକ୍ତିମାନଙ୍କର ଅଂହକାର ଚାଲି ଆସିଛି। ବିରୋଧିଙ୍କୁ ହେୟଜ୍ଞାନ କରାଯାଉଛି। ଏହି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସେଚତକ ଅମର ପ୍ରସାଦ ଶତପଥି କହିଛନ୍ତି, ମନ୍ତ୍ରୀ ଉପସ୍ଥିତ ରହିବା ଜରୁରୀ ନୁହେଁ। କିନ୍ତୁ ଗୃହରେ ସମସ୍ତେ ଉପସ୍ଥିତ ରହିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story