୭ ଅକ୍ଟୋବର, ରବିବାର: ବନ୍ଧୁଙ୍କ ସହ ବୁଲିବାକୁ ଯିବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଳସୁଆ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବୃଷ:  ଦିନଟି ଭଲରେ କଟିବ। ମନ ଦେଇ କାର୍ଯ୍ୟ କରିବେ। କଳାକାର ଓ ଖେଳାଳିଙ୍କ ପାଇଁ ଦିନଟି ଭଲ ରହିବ। ଖର୍ଚ୍ଚ ବଢ଼ିବ। ମିଥୁନ: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।  ଫୂର୍ତ୍ତି ରହିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କର୍କଟ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପରିବାର […]

Rasi-Fala

Rasi-Fala

Jyoshna Pradhan
  • Published: Sunday, 07 October 2018
  • Updated: 07 October 2018, 07:52 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଳସୁଆ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।

ବୃଷ:  ଦିନଟି ଭଲରେ କଟିବ। ମନ ଦେଇ କାର୍ଯ୍ୟ କରିବେ। କଳାକାର ଓ ଖେଳାଳିଙ୍କ ପାଇଁ ଦିନଟି ଭଲ ରହିବ। ଖର୍ଚ୍ଚ ବଢ଼ିବ।

ମିଥୁନ: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।  ଫୂର୍ତ୍ତି ରହିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କର୍କଟ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମାନ-ସମ୍ମାନ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ହଠାତ୍ ଖର୍ଚ୍ଚ ବଢ଼ିବ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା:  ଘରେ ହସଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭ ମିଳିବ। ବିବାହ ସ୍ଥିର ହୋଇପାରେ।

ବିଚ୍ଛା: ସୁସ୍ଥ ରହିବେ। ଘରେ ପୂଜା ପାଠର ଆୟୋଜନ କରିପାରନ୍ତି।  ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିବ।

ଧନୁ: କାମ କରିବାକୁ ଉତ୍ସାହ ବଢ଼ିବ। ଚାକିରିକୁ ନେଇ ଚିନ୍ତିତ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ଭୁଲବୁଝାମଣା ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ମନ ପ୍ରଫୁଲ୍ଲିତ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି। ଯାନବାହାନ କିଣି ପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story