୧୧ ଅଗଷ୍ଟ, ମଙ୍ଗଳବାର: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ

ମେଷ: ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବୃଷ:  ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂରା କରିବାକୁ ଚେଷ୍ଟା କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ।

ମିଥୁନ: ମାନ-ସମ୍ମାନ ବଢ଼ିବ। ସହଯୋଗୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ସଂପର୍କୀୟ ଦୁଶ୍ଚିନ୍ତା ଦୂର ହେବ। ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ବଢ଼ିବ। ଯାନବାହନରେ ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।

ସିଂହ: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଅନେକ କାର୍ଯ୍ୟକୁ ନିଜେ କରିବାକୁ ଚେଷ୍ଟା କରିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେଇପାରେ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

ତୁଳା: ଧନପ୍ରାପ୍ତି ଯୋଗ ରହିଛି। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବିଛା: କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ।

ଧନୁ: ଗବେଷଣାରେ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ଯୋଜନା ମୁତାବକ କାମ କଲେ ସଫଳତା ପାଇବେ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ବନ୍ଧୁଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମୀନ: କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚର୍ଚ୍ଚା କରିପାରନ୍ତି। ଅଧିକ ପରିଶ୍ରମ କରିବେ।

ଆହୁରି ପଢ଼ନ୍ତୁ

ଆଜି ଟକ୍କର ନେବେ ଦୁଇ ଭାରତୀୟ ସୁପର୍ ଷ୍ଟାର୍

ବୀର ପୁତ୍ର ଭଗତ ସିଂହ ଏବଂ ସ୍ୱର ସାମ୍ରାଜ୍ଞୀଙ୍କୁ ଅଭିନନ୍ଦନ

୨୮ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ସହ ସମୟ ବିତାଇବେ

ସାରଜାରେ ରନ ବର୍ଷା: ଫିକା ପଡ଼ିଲା ମୟଙ୍କ ଅଗ୍ରୱାଲଙ୍କ ଶତକ, ରାଜସ୍ଥାନର ଚମତ୍କାର ବିଜୟ

ଆଇପିଏଲରେ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଶତକ: ପଞ୍ଜାବର ବିଶାଳ ୨୨୩

ଟସ୍‌ ଜିତିଲେ ସ୍ମିଥ, ବୋଲିଂ କରିବ ରାଜସ୍ଥାନ: ଫେରିଲେ ବଟଲର

‘କୃଷକ ସଶକ୍ତ ହେଲେ, ମଜବୁତ୍ ହେବ ଆତ୍ମନିର୍ଭର ଭାରତର ମୂଳଦୁଆ’

ପକ୍କା ମିସ୍ତ୍ରୀର ଆତଙ୍କବାଦୀ ଲିଙ୍କ୍, ବାନ୍ଧିଲା ଏନଆଇଏ

୨୭ ସେପ୍ଟେମ୍ବର, ରବିବାର: କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ

ଡ୍ରଗ୍ସ ଲିଙ୍କ: ଦୀପିକା, ରକୁଲପ୍ରୀତ ଓ ସାରାଙ୍କ ମୋବାଇଲ ଫୋନ ଜବତ

୧୪୨ ରନ୍‌ରେ ଅଟକିଲା ହାଇଦ୍ରାବାଦ

ଟସ୍‌ ଜିତିଲେ ୱାର୍ଣ୍ଣର: ବୋଲିଂ କରିବ କୋଲକାତା