୧୩ ଜାନୁଆରୀ, ରବିବାର: ସତର୍କ ରୁହନ୍ତୁ, ଦୁର୍ଘଟଣାର ଯୋଗ ରହିଛି

ମେଷ: ସୁସ୍ଥ ରହିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ: ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିରର ପରିବେଶ ରହିବ। ମିଥୁନ: ସହକର୍ମୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ। ପଦୋନ୍ନତିର ଯୋଗ ରହିଛି। କର୍କଟ: ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଭାଗ୍ୟ ବୃଦ୍ଧି ହେବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।  ସିଂହ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। […]

Rasi-Fala

Rasi-Fala

Jyoshna Pradhan
  • Published: Sunday, 13 January 2019
  • Updated: 13 January 2019, 07:31 AM IST

ମେଷ: ସୁସ୍ଥ ରହିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ: ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିରର ପରିବେଶ ରହିବ।

ମିଥୁନ: ସହକର୍ମୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ। ପଦୋନ୍ନତିର ଯୋଗ ରହିଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଭାଗ୍ୟ ବୃଦ୍ଧି ହେବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।

 ସିଂହ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଅସୁସ୍ଥ ଅନୁଭବ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

 କନ୍ୟା: ନୂତନ ପୋଷାକ କିଣିପାରନ୍ତି। ଯାନବାହନ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

 ତୁଳା:  କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ। ବାପା-ମାଆଙ୍କ ଆଶୀର୍ବାଦ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

 ବିଚ୍ଛା: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଋଣ କରନ୍ତୁ ନାହିଁ। ସତର୍କ ରୁହନ୍ତୁ।

 ଧନୁ:  ଶରୀର ଫୂର୍ତ୍ତି ରହିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରନ୍ତି।

 ମକର: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ମନ ପ୍ରଫୁଲ୍ଲିତ ରହିବ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।

 କୁମ୍ଭ:  ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।

ମୀନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story