୧୪ ଜୁଲାଇ, ଶନିବାର: ଆଜି ରଥଯାତ୍ରାରେ ଦିନଟି କେମିତି କଟିପାରେ ଜାଣନ୍ତୁ

ମେଷ: ଚିନ୍ତିତ ରହିପାରନ୍ତି। ପରିବାରରେ ବାଦ-ବିବାଦ ଦେଖା ଦେଇପାରେ। ଠାକୁର ପୂଜା କରନ୍ତୁ, ଶାନ୍ତି ମିଳିବ। ବୃଷ: ବ୍ୟବସାୟରେ ଲାଭ ମିଳିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପ୍ରେମ ସମ୍ପର୍କ ଭଲ ରହିବ। ସୁସ୍ଥ ରହିବେ। କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସିଂହ: ଅସୁସ୍ଥ ଅନୁଭବ କରିବେ। ଚାକିରିକୁ […]

zodaic

zodaic

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 07:35 AM IST

Sports

Latest News

ମେଷ: ଚିନ୍ତିତ ରହିପାରନ୍ତି। ପରିବାରରେ ବାଦ-ବିବାଦ ଦେଖା ଦେଇପାରେ। ଠାକୁର ପୂଜା କରନ୍ତୁ, ଶାନ୍ତି ମିଳିବ।

ବୃଷ: ବ୍ୟବସାୟରେ ଲାଭ ମିଳିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପ୍ରେମ ସମ୍ପର୍କ ଭଲ ରହିବ। ସୁସ୍ଥ ରହିବେ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: ଅସୁସ୍ଥ ଅନୁଭବ କରିବେ। ଚାକିରିକୁ ନେଇ ସମସ୍ୟା ଦେଖା ଦେଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ବ୍ୟସ୍ତତା ଭିତରେ ଦିନ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।

ତୁଳା: ମାନ-ସମ୍ମାନ ମିଳିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କୌଣସି ଧାର୍ମିକସ୍ଥଳୀକୁ ଯାତ୍ରା କରିପାରନ୍ତି।

ବିଚ୍ଛା: ଚାକିରିରେ ପଦୋନ୍ନତି ହୋଇପାରେ। ବିବାହ ସ୍ଥିର ହୋଇପାରେ। ସୁସ୍ଥ ରହିବେ।

ଧନୁ: ପରିବାରରେ ବାଦ-ବିବାଦ ଦେଖା ଦେଇପାରେ। ଚାକିରିକୁ ନେଇ ଚିନ୍ତିତ ରହିପାରନ୍ତି। ଖର୍ଚ୍ଚ ବଢ଼ିବ।

ମକର: ପରିବାରରେ ହସଖୁସିର ବାତାବରଣ ରହିବ। ଖୁସି ଖବର ଶୁଣି ପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ଦିନସାରା ବ୍ୟସ୍ତ ରହିବେ। ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ଅସୁସ୍ଥ ଅନୁଭବ କରିବେ।

ମୀନ: ଘରେ ଶୁଭ କାର୍ଯ୍ୟ ହୋଇପାରେ। ଦାୟିତ୍ୱ ବଢ଼ିବ। ଚିନ୍ତା ସାମାନ୍ୟ କମିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos