୧୭ ଅଗଷ୍ଟ, ଶୁକ୍ରବାର: ଜାଣନ୍ତୁ କେଉଁମାନଙ୍କର ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି

ମେଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ଦେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରକୁ ବନ୍ଧୁ ଆସିପାରନ୍ତି। ବୃଷ: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ଧାଁଦୌଡ଼ରେ ଦିନଟି କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଅନାବଶ୍ୟକ ଚିନ୍ତା ମନକୁ ଆଣନ୍ତୁ ନାହିଁ। କର୍କଟ: କର୍ମକ୍ଷେତ୍ରରେ ଚାପରେ ରହିପାରନ୍ତି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦହି ଖାଇ ଘରୁ ବାହାରନ୍ତୁ। […]

zodaic

zodaic

Jitendra Garnayak
  • Published: Friday, 17 August 2018
  • Updated: 17 August 2018, 02:50 AM IST

ମେଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ଦେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରକୁ ବନ୍ଧୁ ଆସିପାରନ୍ତି।
ବୃଷ: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି।
ମିଥୁନ: ଧାଁଦୌଡ଼ରେ ଦିନଟି କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଅନାବଶ୍ୟକ ଚିନ୍ତା ମନକୁ ଆଣନ୍ତୁ ନାହିଁ।
କର୍କଟ: କର୍ମକ୍ଷେତ୍ରରେ ଚାପରେ ରହିପାରନ୍ତି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦହି ଖାଇ ଘରୁ ବାହାରନ୍ତୁ।
ସିଂହ: ଆଜିର ଦିନଟି ଭଲରେ କଟିବ। ଇଚ୍ଛା ଅନୁସାରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ପାରିବାରିକ ଜୀବନ ହସଖୁସିରେ କଟିବ। ସନ୍ତାନପ୍ରାପ୍ତିର ଯୋଗ ରହିଛି।
ତୁଳା: ଆଜିର ଦିନଟି ଅତ୍ୟନ୍ତ ଶୁଭ। ଧନପ୍ରାପ୍ତିର ଯୋଗ ରହିଛି। ବଡ଼ ପଦର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ବିଛା: ଜରୁରୀ କାମ ବିଗିଡ଼ି ଯାଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ।
ଧନୁ: କ୍ୟାରିଅରକୁ ନେଇ ବ୍ୟସ୍ତ ରହିବେ। ଅଟକି ରହିଥିବା କାମ ହୋଇଯିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ଜମିଜମାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଯଦି କୌଣସି ଯୋଜନା କରୁଛନ୍ତୁ, କାହାକୁ କୁହନ୍ତୁ ନାହିଁ।
କୁମ୍ଭ: କାମର ଚାପ ବଢ଼ିବ। ଅଯଥା ଖର୍ଚ୍ଚାନ୍ତ ହେବେ। କାମ କରିବା ସହ ଆରମ୍‌ ମଧ୍ୟ କରନ୍ତୁ, ନହେଲେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାର ସମ୍ଭାବନା ରହିଛି।
ମୀନ: ପାରିବାରିକ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ। ଧନହାନି ଯୋଗ ରହିଛି। ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos