୧ ଅକ୍ଟୋବର,ସୋମବାର: ଏହି ରାଶିର ଲୋକେ ଆନନ୍ଦରେ ଦିନଟି କାଟିବେ

ମେଷ: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଅଯଥା ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ। ବୃଷ: ଆୟ ବଢ଼ାଇବାକୁ ନୂଆ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବାକୁ ପ୍ରୟାସ କରିବେ। ଆତ୍ମବିଶ୍ୱାସ ବଢ଼ିବ। ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନୀ ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଉଚିତ୍ ସମୟ ନୁହେଁ। କର୍କଟ: […]

RasiFala

RasiFala

Jitendra Garnayak
  • Published: Monday, 01 October 2018
  • Updated: 01 October 2018, 07:28 AM IST

Sports

Latest News

ମେଷ: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଅଯଥା ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ।

ବୃଷ: ଆୟ ବଢ଼ାଇବାକୁ ନୂଆ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବାକୁ ପ୍ରୟାସ କରିବେ। ଆତ୍ମବିଶ୍ୱାସ ବଢ଼ିବ।

ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନୀ ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଉଚିତ୍ ସମୟ ନୁହେଁ।

କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି। ଆର୍ଥିକ ଯୋଜନାଗୁଡ଼ିକ ସଫଳତାପୂର୍ବକ ସଂପନ୍ନ ହେବ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ପ୍ରକଟ କରିବେ। ବାପାଙ୍କ ତରଫରୁ ଲାଭବାନ ହେବେ।

କନ୍ୟା: ଆନନ୍ଦରେ ଦିନଟି କଟିବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ କରିବେ। ଭାଇ-ଭଉଣୀଙ୍କ ସଂପର୍କ ଭଲ ରହିବ।

ତୁଳା: ଦିନଟି ମଧ୍ୟମ ଧରଣର ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କଲେ ଭଲ। କାହାକୁ କଟୁ କଥା କୁହନ୍ତୁ ନାହିଁ।

ବିଛା: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖାଦ୍ୟପେୟ ପ୍ରତି ଅବହେଳା କରନ୍ତୁ ନାହିଁ। କୌଣସି ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ମକର: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କୌଣସି ପ୍ରସଙ୍ଗକୁ ନେଇ ମନ ଅଶାନ୍ତ ରହିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମସ୍ୟା ହେବ। ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ।

କୁମ୍ଭ: ମାନହାନୀ ଯୋଗ ରହିଛି। ତେଣୁ ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ସଫଳତା ପୂର୍ବକ ସବୁ କାର୍ଯ୍ୟ ସଂପନ୍ନ ହେବ। ସୃଜନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story