୨ ନଭେମ୍ବର, ଶୁକ୍ରବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

ମେଷ: ଅସୁସ୍ଥ ଅନୁଭବ କରିବେ। ଚାକିରିକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ବୃଷ:  ଆଜି ଦିନଟି ଭଲରେ କଟିବ। ପିତାମାତାଙ୍କ ସହ ଦିନଟି ଖୁସିରେ କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦାର୍ଥୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ମିଥୁନ: ଆଜି ନୂଆଯୋଜନା ଆରମ୍ଭ କରିବାର ଥିଲେ, ଆରମ୍ଭ କରନ୍ତୁ।  କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ। କର୍କଟ: ବ୍ୟସ୍ତତା […]

Rasi-Fala-2-1-1-3-2-1-2-1-2-1-1-3-2-1

Rasi-Fala-2-1-1-3-2-1-2-1-2-1-1-3-2-1

Tapaswini Nayak
  • Published: Friday, 02 November 2018
  • Updated: 02 November 2018, 07:55 AM IST

Sports

Latest News

ମେଷ: ଅସୁସ୍ଥ ଅନୁଭବ କରିବେ। ଚାକିରିକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ବୃଷ:  ଆଜି ଦିନଟି ଭଲରେ କଟିବ। ପିତାମାତାଙ୍କ ସହ ଦିନଟି ଖୁସିରେ କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦାର୍ଥୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ।

ମିଥୁନ: ଆଜି ନୂଆଯୋଜନା ଆରମ୍ଭ କରିବାର ଥିଲେ, ଆରମ୍ଭ କରନ୍ତୁ।  କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ।

କର୍କଟ: ବ୍ୟସ୍ତତା ଭିତରେ ଦିନଟି କାଟିବେ। ପରିବାର ଲୋକଙ୍କ ସହ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ଯନ୍ତ୍ରଣା ହୋଇପାରେ।

ସିଂହ:  ପ୍ରେମ ସମ୍ପର୍କରେ ସୁଧାର ଆସିବ। ଧନପ୍ରାପ୍ତିର ଯୋଗ ରହିଛି। ପିତାମାତାଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ।

କନ୍ୟା:  ନିଜ କଥା ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ମାନସିକ ଚିନ୍ତାରେ ରହି ପାରନ୍ତି। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି।

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ଜମି କିଣିବାର ଥିଲେ ଆଜି କିଣି ପାରନ୍ତି ।

ବିଛା:  ଚାକିରିକ୍ଷେତ୍ରରେ ପ୍ରଂଶସିତ ହେବେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ବୃଦ୍ଧି ହେବ।

ଧନୁ: ଅଳୁସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଦାୟିତ୍ୱ ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନ ହେଲେ ଅସୁବିଧାରେ ପଡ଼ିପାରନ୍ତି।

କୁମ୍ଭ: ସାଙ୍ଗସାଥୀଙ୍କ ସହ ମିଶି ସ୍ୱାଦିଷ୍ଟ ଭୋଜନ ଖାଇବାର ଯୋଗ ରହିଛି।  ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ହେବ।

ମୀନ:  ବ୍ୟସ୍ତତା ଭିତରେ ଦିନଟି କାଟିବେ। କୌଣସି କଥାକୁ ପରିବାର ସଦସ୍ୟଙ୍କ ମତାନ୍ତର ହୋଇପାରେ। ଯାତ୍ରା କରନ୍ତୁ ନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos