୨୬ ଅଗଷ୍ଟ, ରବିବାର: ରାଖୀ ପୂର୍ଣ୍ଣିମାରେ ଦିନଟି କେମିତି କଟିପାରେ ଜାଣନ୍ତୁ

ମେଷ: କାହା ସହିତ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ: ଧନହାନି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ସୁସ୍ଥ ରହିବେ। ସୁସ୍ୱାଦୁ ଭୋଜନ ଖାଇବେ। କର୍କଟ: ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ। ସିଂହ: ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ। […]

rashi1

rashi1

Jitendra Garnayak
  • Published: Sunday, 26 August 2018
  • Updated: 26 August 2018, 02:57 AM IST

Sports

Latest News

ମେଷ: କାହା ସହିତ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଧନହାନି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ସୁସ୍ଥ ରହିବେ। ସୁସ୍ୱାଦୁ ଭୋଜନ ଖାଇବେ।

କର୍କଟ: ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ।

ସିଂହ: ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ କରୁଥିବା ଲୋକେ ଆୟ ବଢ଼ାଇବାକୁ ନୂଆ ଯୋଜନ ପ୍ରସ୍ତୁତ କରିବେ। ଘରକୁ ବନ୍ଧୁ ଆସିପାରନ୍ତି।

ତୁଳା: କ୍ୟାରିଅରରେ ସଫଳତା ପାଇବେ।  ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ।  ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ।  ଧୈର୍ଯ୍ୟର ସହ କାମ କରନ୍ତୁ।

ବିଚ୍ଛା: ବ୍ୟସ୍ତତା ଭିତରେ ଦିନ କଟିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳି ନପାରେ। ଉପହାର ମିଳିବ।

ଧନୁ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ଅପରାହ୍ନ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପାରେ।

ମକର: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘରର କୌଣସି କଥାକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଝିବିଚାରି କାମ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱ ଉପୁଜୁ ଥିବା ବେଳେ ବନ୍ଧୁ ଅବା ଘରର ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story