ଜୁଲାଇ ୨୮, ଶନିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଗୁଡ଼ ଖାଇ ଘରୁ ବାହାରିବା ଉଚିତ୍

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ନୂଆ ଗାଡ଼ି କିଣି ପାରନ୍ତି। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ବୃଷ: କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପ୍ରେମ ସମ୍ପର୍କ ଭଲ ରହିବ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ବାଦ-ବିବାଦ ଭିତରେ ପଡ଼ନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ: ପରିବାରରେ ଶାନ୍ତି ବଜାୟ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ସିଂହ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ନୂତନ ଚାକିରିରେ ଯୋଗ ଦେଇପାରନ୍ତି। କିଛି ସମୟ ଠାକୁର ପୂଜାରେ କାଟନ୍ତୁ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ।

ବିଚ୍ଛା: ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ।

ମକର: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କଠାରୁ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ସବୁ କାର୍ଯ୍ୟ ଭଲରେ ଭଲରେ ହୋଇଯିବ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। କୌଣସି କାମରେ ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।