୩୦ ଡିସେମ୍ବର, ବୁଧବାର: ଶତ୍ରୁ ଭୟ ଘାରି ରହିବ

ମେଷ: କୂଟନୀତି ପ୍ରୟୋଗ କରି ବିଭିନ୍ନ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବେ। ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଲାଗି ରହିବେ। ଆର୍ଥିକ ଉନ୍ନତି ସହ ଦୁଃଶକ୍ତିଙ୍କୁ ଦମନ କରିବାରେ ସକ୍ଷମ ହେବେ। ପ୍ରତିକାର- ଶିବଙ୍କୁ ଆରାଧନା କରନ୍ତୁ। ବୃଷ: ଯେ କୌଣସି ପ୍ରକାରରେ ଅର୍ଥଲାଭର ଯୋଜନା କରିବେ। ପରିବାର ମଧ୍ୟରେ ନିଜର ଇଚ୍ଛାକୁ ବଳବତ୍ତର କରିବାକୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡିବ। କଥାବାର୍ତ୍ତା, ଖାଦ୍ୟପେୟରେ ସଂଯମତା ଜରୁରୀ। ପ୍ରତିକାର- ସଫେଇ କର୍ମଚାରୀଙ୍କୁ ଖାଦ୍ୟ […]

rasifala

rasifala

Niharika Rout
  • Published: Wednesday, 30 December 2020
  • Updated: 30 December 2020, 07:51 AM IST

Sports

Latest News

ମେଷ: କୂଟନୀତି ପ୍ରୟୋଗ କରି ବିଭିନ୍ନ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବେ। ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଲାଗି ରହିବେ। ଆର୍ଥିକ ଉନ୍ନତି ସହ ଦୁଃଶକ୍ତିଙ୍କୁ ଦମନ କରିବାରେ ସକ୍ଷମ ହେବେ। ପ୍ରତିକାର- ଶିବଙ୍କୁ ଆରାଧନା କରନ୍ତୁ।

ବୃଷ: ଯେ କୌଣସି ପ୍ରକାରରେ ଅର୍ଥଲାଭର ଯୋଜନା କରିବେ। ପରିବାର ମଧ୍ୟରେ ନିଜର ଇଚ୍ଛାକୁ ବଳବତ୍ତର କରିବାକୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡିବ। କଥାବାର୍ତ୍ତା, ଖାଦ୍ୟପେୟରେ ସଂଯମତା ଜରୁରୀ। ପ୍ରତିକାର- ସଫେଇ କର୍ମଚାରୀଙ୍କୁ ଖାଦ୍ୟ ଦାନ କରନ୍ତୁ।

ମିଥୁନ: ମନ ମଧ୍ୟରେ ଆଶା ଓ ଆଶଙ୍କାର ଦ୍ୱନ୍ଦାତ୍ମକ ବାତାବରଣ ଲାଗି ରହିବ। ଗୃହ ସଜାରେ ମନୋନିବେଶ କରିବେ। ସମସ୍ତଙ୍କ ମନକୁ ବୁଝୁ ବୁଝୁ ନିଜ ପ୍ରତି ଅବହେଳା ହୋଇଯିବ। ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ।

କର୍କଟ: କିଛି ପାଇବା ଆଶାରେ ଦୂର ଯାତ୍ରା କରିବାକୁ ପଡିପାରେ । ହେଲେ ଆଶା ଭରସା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଙ୍କା ରହିଛି। ଅଜଣା ବ୍ୟକ୍ତିଙ୍କଠାରୁ ଦୂରଇ ରୁହନ୍ତୁ। ଯାନବାହାନରେ ସତର୍କତା ଅବଲମ୍ବନ କରିବା ଜରୁରୀ। ପ୍ରତିକାର- ମାନସିକ ରୋଗୀଙ୍କୁ ଦାନ କରନ୍ତୁ।

ସିଂହ: ରାଜନୈତିକ ଜୀବନ ଓ ସାମାଜିକ ଜୀବନରେ ବିଭିନ୍ନ କ୍ଷେତ୍ରରୁ ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ସବଳ ରହିବା କାରଣରୁ ମନ ପ୍ରଫୁଲ୍ଲିତ ରହିବା । ସନ୍ତାନମାନଙ୍କ ଚାଲିଚଳନରେ ସନ୍ଦେହ ପ୍ରକାଶ କରିପାରନ୍ତି। ପ୍ରତିକାର- ଭିକାରୀମାନଙ୍କୁ ଅନ୍ନ ଭୋଜନ କରାନ୍ତୁ

କନ୍ୟା: ଉଦାରତା ଗୁଣରୁ ସବୁକ୍ଷେତ୍ରରେ ପ୍ରଶଂସିତ ହେବେ। ବିଭିନ୍ନ କ୍ଷେତ୍ରରେ ହିତ ଉପଦେଶ ଦେଇ ପରୋପକାର କରିବାର ସୁଯୋଗ ପାଇବେ। ଇଚ୍ଛା କରୁଥିବା ଦିଗରୁ ଅର୍ଥର ଆଗମନ ହେବ। ଜୀବନଚର୍ଯ୍ୟା ଠିକ ରହିବ। ପ୍ରତିକାର- ଦେବାଳୟ ନିକଟରେ ଦାନ କରନ୍ତୁ।

ତୁଳା: କୌଣସି ଅସୁବିଧା ନଥାଇ ମଧ୍ୟ ମନରେ ସନ୍ଦେହ ଓ ଉଦାସୀନ ଭାବ ଦେଖାଦେବ। କୌଣସି ଭୁଲ ସମ୍ବାଦ ପାଇ ବ୍ୟଥିତ ହୋଇପାରନ୍ତି। ଈଶ୍ୱର ଆରାଧନାରେ ମନ ନିବେଶ କରି ଶାନ୍ତି ପାଇବାକୁ ଚେଷ୍ଟା କରିବେ। ପ୍ରତିକାର- ଶିବ ପଞ୍ଚାକ୍ଷର ଜପ କରନ୍ତୁ

ବିଛା: ସଂସାରର ଗୁଢ ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବେ। ବାକି ଥିବା ଅର୍ଥ ଆଦାୟ କରିବାକୁ ସକ୍ଷମ ହେବେ। ଅପେକ୍ଷାଜନିତ କଷ୍ଟ ସହ ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ରହିବ। ପ୍ରତିକାର- ହୃଦୟରେ ଚନ୍ଦନ ଧାରଣ କରନ୍ତୁ।

ଧନୁ: ପାରିବାରିକ ଜୀବନରେ ବିଚ୍ଛେଦ ବା ଦୂରତା ଅନୁଭବ କରିବେ। ଶତ୍ରୁ ଭୟ ଘାରି ରହିବ। ବ୍ୟବସାୟ ବାଣିଜ୍ୟ ଖାଦ୍ୟପେୟ ପ୍ରାୟତଃ ଠିକ ରହିବ। ପ୍ରତିକାର- ମହିଳା କର୍ମଚାରୀଙ୍କୁ ଉପହାର ଦିଅନ୍ତୁ।

 ମକର: ଶତ୍ରୁମାନଙ୍କୁ କଳ, ବଳ, କୌଶଳ ପ୍ରୟୋଗ କରି ନିଜ ନିୟନ୍ତ୍ରଣକୁ ଆଣିବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି କ୍ଲାନ୍ତି ଅନୁଭବ କରିପାରନ୍ତି। ଭଲ ପାଉଥିବା ଲୋକମାନଙ୍କର ମନୋବୃତ୍ତି ବଦଳି ଯାଇପାରେ। ପ୍ରତିକାର- ଅନାଥ ପିଲାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: ଛଳନାତ୍ମକ ଲୋକ ନିକଟତର ହୋଇ ଅଭିଳାଷ ପୂର୍ଣ୍ଣ ହେବାରେ ସମସ୍ୟା ସୃଷ୍ଟି କରିପାରନ୍ତି। ସବୁ କିଛି ପାଇଲେ ମଧ୍ୟ ମନରେ ସନ୍ତୋଷ ଭାବ ରହିବ ନାହିଁ। ଅନିଚ୍ଛା ସତ୍ତ୍ୱେ ପ୍ରତି କ୍ଷେତ୍ରରେ ମୁହଁରେ ହସ ଫୁଟାଇବାକୁ ପଡିବ। ପ୍ରତିକାର- ମା’ଙ୍କର ଆଶୀର୍ବାଦ ନିଅନ୍ତୁ।

ମୀନ: ଅନ୍ୟମାନେ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଈର୍ଷା ପରାୟଣ ବନ୍ଧୁମାନେ ଭୁଲ୍ ବୁଝିପାରନ୍ତି। ବିଳାସ ବ୍ୟସନ ପ୍ରତି ଅନୁରକ୍ତି ବୃଦ୍ଧି ପାଇବ ଏବଂ ନିଜ ପରିସରରେ ଖୁସି ରହିବେ। ପ୍ରତିକାର- ମହା ମୃତ୍ୟୁଞ୍ଜୟ ପାଠ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story