ଜୁଲାଇ ୩୦, ସୋମବାର: ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ

ମେଷ: ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମିଶ୍ରି ଖାଇ ଘରୁ ବାହାରନ୍ତୁ । ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା କଥାରେ ରାଗନ୍ତୁ ନାହିଁ। ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଆନ୍ତୁ, ମନ ଶାନ୍ତ ରହିବ। ମିଥୁନ:  ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଅର୍ଥପ୍ରାପ୍ତି ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ। କର୍କଟ:  ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ହସଖୁସିର ବାତାବରଣ […]

Rasiphala

Rasiphala

Rakesh Mallick
  • Published: Monday, 30 July 2018
  • Updated: 30 July 2018, 07:31 AM IST

Sports

Latest News

ମେଷ: ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମିଶ୍ରି ଖାଇ ଘରୁ ବାହାରନ୍ତୁ ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା କଥାରେ ରାଗନ୍ତୁ ନାହିଁ। ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଆନ୍ତୁ, ମନ ଶାନ୍ତ ରହିବ।

ମିଥୁନ:  ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଅର୍ଥପ୍ରାପ୍ତି ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ।

କର୍କଟ:  ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ: ବ୍ୟବସାୟିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ବାଦବିବାଦ ଠାରୁ ଦୂରେଇ ରହିଲେ ଭଲ।

କନ୍ୟା: ସବୁ କାର୍ଯ୍ୟରେ ସଫଳତା ପାଇବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଜମିବାଡ଼ି କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଚାକିରିର ସୁଯୋଗ ଆସିପାରେ। ପିଲାମାନେ ପାଠ ପଢ଼ାରେ ସଫଳତା ପାଇବେ।

ବିଚ୍ଛା: ଶରୀରରେ ଆଘାତ ଲାଗିପାରେ। ଖର୍ଚ୍ଚ ବଢ଼ିବ। ଘରେ କାହା ସହିତ ଯୁକ୍ତିତର୍କ ହୋଇପାରେ।

ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଆଜି ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଖର୍ଚ୍ଚ ବଢ଼ିବ। ତେବେ ଧନପ୍ରାପ୍ତିର ବି ଯୋଗ ରହିଛି। ଧଳା ବସ୍ତୁ ଦାନ କରନ୍ତୁ।

କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos