୬ ଜାନୁଆରୀ, ବୁଧବାର: ଘରକୁ ଅର୍ଥର ଆଗମନ ହେବ

ମେଷ:  ପରୋପକାର ବା ମାଙ୍ଗଳିକ , ଧାର୍ମିକ କାର୍ଯ୍ୟରେ ବ୍ୟୟ କରିବେ। ଯାତ୍ରା ଆନନ୍ଦଦାୟକ ହେବ। ସମାଜ ପାଇଁ ସମୟ ପ୍ରଦାନ କରି ସମ୍ମାନିତ ହେବେ। ପ୍ରତିକାର- ପିତାଙ୍କର ଆଶିର୍ବାଦ ନିଅନ୍ତୁ। ବୃଷ: ବ୍ୟବସାୟ ବାଣିଜ୍ୟରୁ ଘରକୁ ଅର୍ଥର ଆଗମନ ହେବ। ପରିବାର ସୁଖ ସମୃଦ୍ଧି ପାଇଁ ହାତ ଖୋଲା ଖର୍ଚ୍ଚ କରିବେ। ଖାଦ୍ୟପେୟ ଠିକ୍ ରହିବ । କିନ୍ତୁ କଠୋର ଶବ୍ଦ ଅନ୍ୟମାନଙ୍କୁ କଷ୍ଟ ଦେଇପାରେ।  ପ୍ରତିକାର- ମିଠା ଖାଇ ଘରୁ ବାହାରନ୍ତୁ। ମିଥୁନ: ଗୀତ, ସଙ୍ଗୀତ […]

RASI

RASI

Niharika Rout
  • Published: Wednesday, 06 January 2021
  • Updated: 06 January 2021, 08:24 AM IST

ମେଷ:  ପରୋପକାର ବା ମାଙ୍ଗଳିକ , ଧାର୍ମିକ କାର୍ଯ୍ୟରେ ବ୍ୟୟ କରିବେ। ଯାତ୍ରା ଆନନ୍ଦଦାୟକ ହେବ। ସମାଜ ପାଇଁ ସମୟ ପ୍ରଦାନ କରି ସମ୍ମାନିତ ହେବେ। ପ୍ରତିକାର- ପିତାଙ୍କର ଆଶିର୍ବାଦ ନିଅନ୍ତୁ।

ବୃଷ: ବ୍ୟବସାୟ ବାଣିଜ୍ୟରୁ ଘରକୁ ଅର୍ଥର ଆଗମନ ହେବ। ପରିବାର ସୁଖ ସମୃଦ୍ଧି ପାଇଁ ହାତ ଖୋଲା ଖର୍ଚ୍ଚ କରିବେ। ଖାଦ୍ୟପେୟ ଠିକ୍ ରହିବ । କିନ୍ତୁ କଠୋର ଶବ୍ଦ ଅନ୍ୟମାନଙ୍କୁ କଷ୍ଟ ଦେଇପାରେ।  ପ୍ରତିକାର- ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ: ଗୀତ, ସଙ୍ଗୀତ ଓ କଳାତ୍ମକ ଦିଗରେ ସଫଳତା ଲାଭ କରିବେ। ଆର୍ଥିକ ଦିଗଟି ମନ୍ଦ ହେବ ନାହିଁ। ଭାବପ୍ରବଣତା ବୃଦ୍ଧି ପାଇବ। ପ୍ରତିକାର- ରୋଗୀଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ଧୈର୍ଯ୍ୟ ଓ ସାହାସର ପରାକାଷ୍ଠା ପ୍ରଦର୍ଶନ କରି ପ୍ରତିକ୍ଷେତ୍ରରେ ସଫଳତାର ନିକଟତର ହେବେ। ସୁସମ୍ବାଦ ପ୍ରାପ୍ତି ହେବ। ଆର୍ଥିକ ସ୍ୱଚ୍ଛଳତା ସହ ପରୋପକାର କରି ଶାନ୍ତି ଲାଭ କରିବେ ଏବଂ ସମ୍ପର୍କରୁ ଲାଭବାନ ହେବେ। ପ୍ରତିକାର- ସାନମାନଙ୍କୁ ଆପ୍ୟାୟିତ କରନ୍ତୁ।

ସିଂହ: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆଦର ସମ୍ମାନ ପ୍ରାପ୍ତି ହେବ। ଉଚ୍ଚ କର୍ତ୍ତୃପକ୍ଷଙ୍କର ସାନିଧ୍ୟ ଲାଭ କରିବେ ଏବଂ ପ୍ରିୟଭାଜନ ହେବେ। ବନ୍ଧୁ ସହୋଦର ସୁଖ ସହ ସନ୍ତାନ ସୁଖ ପ୍ରାପ୍ତି  ହେବ। ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ।

କନ୍ୟା: ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ସମ୍ମାନିତ ହେବେ। ସନ୍ତାନ ଚିନ୍ତା ଦେଖାଦେବା ସହ ମାନସିକ ଉତ୍ତେଜନା ଲାଗି ରହିବ। ପ୍ରତିକାର- ମା’ ବଗଳାଙ୍କୁ ପ୍ରର୍ଥନା କରନ୍ତୁ।

 ତୁଳା: ବଡ଼ଲୋକଙ୍କ ସହ ସମ୍ପର୍କ ହାନୀ ଘଟିପାରେ। ମାନସିକ ଉତ୍ତେଜନା ଖର୍ଚ୍ଚଭାର ବୃଦ୍ଧି ଓ ଚକ୍ଷୁରେ ସମସ୍ୟା ଦେଖାଦେବ। ଶତ୍ରୁ ବିନାଶ ହେବାରୁ ଶାନ୍ତି ମିଳିବ। ପ୍ରତିକାର- ମା’ଙ୍କର ଅାଶିର୍ବାଦ ନିଅନ୍ତୁ।

ବିଛା:ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା ପ୍ରଦର୍ଶନ କରିବେ। ବ୍ୟବସାୟରେ ଲାଭ ହେବ ଏବଂ ଆର୍ଥିକ ପ୍ରଗତି ହେବ। ଅତ୍ୟଧିକ  ସ୍ୱାଭିମାନ ଓ ଜିଦଖୋର ମନବୃତ୍ତି ପାଇଁ ମାନସିକ ଭାବେ ବିଚଳିତ ହୋଇପାରନ୍ତି। । ପ୍ରତିକାର- ରୋଗୀଙ୍କୁ ସାହାଯ୍ୟ କରନ୍ତୁ।

ଧନୁ: ସ୍ଥାନୀୟ ବ୍ୟବସାୟରେ ଲାଭର ମାତ୍ରା ବୃଦ୍ଧି ପାଇବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ିଭୂତ ହେବ। ଉତ୍ତମ ଭୋଜନ ପ୍ରାପ୍ତି ହେବା ସହ ସମ୍ପର୍କରେ ଦକ୍ଷତା ପ୍ରଦର୍ଶନ କରିବେ। ପ୍ରତିକାର- ମଥାରେ ରକ୍ତଚନ୍ଦନ ଲଗାନ୍ତୁ

ମକର:  ଯୁବ ସୁଲଭ ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇ ସମ୍ମାନିତ ହେବେ। ଶାରୀରିକ ସୁସ୍ଥତା ବୃଦ୍ଧି ହେବ। ଜମିଜମା କାର୍ଯ୍ୟରେ ସଫଳତା ମିଳିବା ସହ ଧାର୍ମିକ ଭାବନା ବୃଦ୍ଧି ପାଇବ ଏବଂ ସହଯୋଗ ମିଳିବ। ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ: ମନରେ ଉଚ୍ଚ ଆଶା ଓ ଅଭିଳାଷ ଭରି ରହିବ। ପୂର୍ଣ୍ଣ ପାରିବାରିକ ସୁଖରେ ସୁଖି ହେବେ। ନିରୋଗୀ ହେବା ସହ ଦାନ ପୂଣ୍ୟ କରିବାର ସୁଯୋଗ ମିଳିବ। ପ୍ରତିକାର- ମାତୃସ୍ଥାନୀୟଙ୍କ ଆଶିର୍ବାଦ ନିଅନ୍ତୁ।

ମୀନ: ବସ୍ତ୍ର, ଭୂଷଣ ଓ ଅଳଙ୍କାରରେ ଭୂଷିତ ହେବାର ସୌଭାଗ୍ୟ ମିଳିବ। ଅର୍ଥ କାରବାରରେ ସଫଳ ହେବେ। ସନ୍ତାନମାନେ ସହଯୋଗ କରିବେ ଏବଂ ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ। ପ୍ରତିକାର- ଛୋଟ ପିଲାଙ୍କୁ ମିଠା ଖୁଆନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story