୮ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇପାରେ

ମେଷ: କିଛି କାମରେ ସମସ୍ୟା ଦେଖାଦେଇପାରେ। କୌଣସି ସ୍ଥାନକୁ ଯାଇପାରନ୍ତି। ଭାଇ ଓ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଜାନନଙ୍କ ପୂଜା କରନ୍ତୁ, କାମରେ ସଫଳ ହେବେ। ବୃଷ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କଥା ହେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍‌ ସମସ୍ୟାରେ ପଡ଼ିପାରନ୍ତି। ଅର୍ଥପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ। ମିଥୁନ: ଆଜିର ଦିନଟି ଭଲରେ କଟିବ। […]

Rasiphala

Rasiphala

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 08:42 AM IST

Sports

Latest News

ମେଷ: କିଛି କାମରେ ସମସ୍ୟା ଦେଖାଦେଇପାରେ। କୌଣସି ସ୍ଥାନକୁ ଯାଇପାରନ୍ତି। ଭାଇ ଓ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଜାନନଙ୍କ ପୂଜା କରନ୍ତୁ, କାମରେ ସଫଳ ହେବେ।

ବୃଷ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କଥା ହେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍‌ ସମସ୍ୟାରେ ପଡ଼ିପାରନ୍ତି। ଅର୍ଥପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।

ମିଥୁନ: ଆଜିର ଦିନଟି ଭଲରେ କଟିବ। ଭଲ ଖାଇବା ସହ ନୂଆ ପୋଷାକ କିଣି ପାରନ୍ତି। ବନ୍ଧୁଙ୍କ ସହ ଦିନଟି କଟିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ହେଲେ ବ୍ୟୟ ମଧ୍ୟ ଅଧିକ ହୋଇପାରେ।

କର୍କଟ: ଘରେ ଅଶାନ୍ତି ଦେଖା ଦେଇପାରେ। ମାନସିକ ସ୍ତରରେ ଅସ୍ଥିର ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହ ବାଦ-ବିବାଦ ହୋଇପାରେ। ଆଇନଗତ ଲଢ଼େଇରେ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ।

ସିଂହ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ। କୌଣସି ଭଲ ସୁଯୋଗ ପାଇବେ, ହେଲେ ମାନସିକ ସ୍ତରରେ ସ୍ଥିର ନରହିଲେ ଏହା ହାତଛଡ଼ା ହୋଇଯିବାର ସମ୍ଭାବନା ରହିଛି। ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।

କନ୍ୟା: କୌଣସି କାମ କରିବାକୁ ମନ ସ୍ଥିର କରିଥିଲେ, ଗଜାନନଙ୍କ କୃପାରୁ ଏହା ଆରମ୍ଭ କରିବାର ସୁଯୋଗ ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ପିତାଙ୍କଠାରୁ ଲାଭ ମିଳିପାରେ। ବ୍ୟବସାୟ ଓ ଚାକିରି କରୁଥିବା ଲୋକେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ତୁଳା: କଳାପ୍ରେମୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ନୂଆ କାମ ଆରମ୍ଭ କରିପାରନ୍ତି। ବିଦେଶ ଗସ୍ତର ସୁଯୋଗ ପାଇବେ। ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ରହିବ। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ବିଛା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଖାଇବା, ପିଇବା ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ସୁସ୍ୱାଦୁ ଖାଦ୍ୟ ଖାଇବେ। ନୂଆ ପୋଷାକ କିଣି ପାରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ବ୍ୟବସାୟ ଓ ଆର୍ଥିକ ସ୍ଥିତିକୁ ନେଇ ଦିନଟି ଭଲରେ କଟିବ। ଟଙ୍କା ଦେଣନେଣରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ମିଳିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ବିରୋଧୀ ହଇରାଣ କରିପାରିବେ ନାହିଁ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ମାନସିକ ଅଶାନ୍ତି ଓ ସମସ୍ୟାରେ ଦିନଟି କଟିବ। ବିଚାରଗତ ସମସ୍ୟା କାରଣରୁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡ଼ିପାରନ୍ତି। ପେଟ ସମସ୍ୟା ଦେଖାଦେଇପାରେ। କାମରେ ଅସଫଳ ହୋଇପାରନ୍ତି।

ମୀନ: ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କାହା ସହ ମତାନ୍ତର ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ମନ ଭଲ ରହିବ ନାହିଁ। ଚାକିରି କ୍ଷେତ୍ରରେ ସମସ୍ୟାରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story