୮ସେପ୍ଟେମ୍ୱର, ଶନିବାର: ଏହି ବ୍ୟକ୍ତିମାନଙ୍କର ଖର୍ଚ୍ଚ ବଢ଼ିବ

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚିନ୍ତିତ ରହିବେ। ଅନିଦ୍ରା କାରଣରୁ ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପରିବାରରେ ହସଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଖର୍ଚ୍ଚ ବଢ଼ିବ। ମିଥୁନ: ପରିବାର ସଦସ୍ୟଙ୍କ ସହ ମିଳିମିଶି କାର୍ଯ୍ୟ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ମନ ଖୁସି ରହିବ। ଶତ୍ରୁ ପରାଜିତ ହେବେ। କର୍କଟ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। […]

RasiFala

RasiFala

Jitendra Garnayak
  • Published: Saturday, 08 September 2018
  • Updated: 08 September 2018, 02:14 AM IST

Sports

Latest News

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚିନ୍ତିତ ରହିବେ। ଅନିଦ୍ରା କାରଣରୁ ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପରିବାରରେ ହସଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଖର୍ଚ୍ଚ ବଢ଼ିବ।

ମିଥୁନ: ପରିବାର ସଦସ୍ୟଙ୍କ ସହ ମିଳିମିଶି କାର୍ଯ୍ୟ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ମନ ଖୁସି ରହିବ। ଶତ୍ରୁ ପରାଜିତ ହେବେ।

କର୍କଟ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଅପରାହ୍ନରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଏତେ ଭଲ ରହିବ ନାହିଁ।

ସିଂହ: ପରିବାର କାର୍ଯ୍ୟରେ ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା:  ଦିନଟି ଏତେ ଭଲ ରହିବ ନାହିଁ। ବ୍ୟବସାୟରେ ଲାଭ ହେବ, ତେବେ ଆଶା ମୁତାବକ ହେବ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ତୁଳା: ପରିବାରରେ ହସଖୁସିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।

ବିଚ୍ଛା: ବିଦେଶରୁ ଶୁଭ ଖବର ଆସିପାରେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମାନସମ୍ମାନ ମିଳିବ।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରି ପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମଧ୍ୟାହ୍ନ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅଫିସ୍‌ରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ।

କୁମ୍ଭ: ଦିନଟି ଭଲରେ କଟିବ। ଯାନବାହନ ସୁଖ ମିଳିବ। ନୂତନ ବସ୍ତ୍ର ଓ ଅଳଙ୍କାର କିଣି ପାରନ୍ତି।

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story