୧୨ ମେ’, ବୁଧବାର: ଆତ୍ମୀୟମାନେ କଟୁ କଥା କହିବେ

ମେଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ସୁସ୍ୱାଦୁ ଭୋଜନ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବୃଷ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ଆତ୍ମୀୟମାନେ କଟୁ କଥା କହିବେ। ଫଳରେ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଉଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଗ୍ରୋସୋରୀ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ […]

Horoscope

Horoscope

Jitendra Garnayak
  • Published: Wednesday, 12 May 2021
  • Updated: 12 May 2021, 08:03 AM IST

Sports

Latest News

ମେଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ସୁସ୍ୱାଦୁ ଭୋଜନ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବୃଷ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଆତ୍ମୀୟମାନେ କଟୁ କଥା କହିବେ। ଫଳରେ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଉଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଗ୍ରୋସୋରୀ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ।

ସିଂହ: ନୂତନ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ଆଶା କରୁଥିବା କଥା ଅଚାନକ ପୂରଣ ହେବ। ମିଡିଆ ସେକ୍ଟରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

କନ୍ୟା: ପ୍ରତିଟି ସମସ୍ୟାକୁ ଅତି ସହଜରେ ସମାଧାନ କରିବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାଖରେ ଦୁବ ଘାସ ରଖନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ।

ତୁଳା: ଅପରାହ୍ନରେ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଭାତୃବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ।

ବିଛା: ଜୀବନ ସାଥୀଙ୍କ ସହ ସମୟ ବିତାଇବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। କାହା ସହିତ କଥା କଟାକଟି ହୋଇପାରେ।

ଧନୁ: ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ନଚେତ୍ ଅଯଥା ବିବାଦ ଦେଖାଦେବ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।

କୁମ୍ଭ: ବ୍ୟବସାୟ ବଢ଼ାଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଅର୍ଥାଭାବ ଦେଖାଦେବ।

ମୀନ: ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ମାନସମ୍ମାନ ବଢ଼ିବ। ବିଦେଶରୁ କୌଣସି ଶୁଭ ଖବର ଆସିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos