୨୦ ମେ’, ଗୁରୁବାର: କାର୍ଯ୍ୟଭାର ବଢ଼ିବ

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବୃଷ: ବ୍ୟବସାୟକୁ ବଢ଼ାଇବା ପାଇଁ ଯୋଜନା କରିବେ ଓ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଭାଇମାନଙ୍କ ସହ ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମିଥୁନ: ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାର୍ଯ୍ୟକୁ ନେଇ ଦିନ ସାରା ବ୍ୟସ୍ତ ରହିବେ। କେହି ପ୍ରତିଶ୍ରୁତି ଦେଇ ସହଯୋଗ କରି […]

Horoscope

Horoscope

Jitendra Garnayak
  • Published: Thursday, 20 May 2021
  • Updated: 20 May 2021, 07:40 AM IST

Sports

Latest News

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ବୃଷ: ବ୍ୟବସାୟକୁ ବଢ଼ାଇବା ପାଇଁ ଯୋଜନା କରିବେ ଓ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଭାଇମାନଙ୍କ ସହ ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ: ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାର୍ଯ୍ୟକୁ ନେଇ ଦିନ ସାରା ବ୍ୟସ୍ତ ରହିବେ। କେହି ପ୍ରତିଶ୍ରୁତି ଦେଇ ସହଯୋଗ କରି ନପାରନ୍ତି।

କର୍କଟ: ପରିବାରରେ ତିକ୍ତତା ଦେଖାଦେବା। ବ୍ୟବସାସୀମାନେ କ୍ଷତି ସହିବେ। ଆର୍ଥିକ ସମସ୍ୟା ଦେଖାଦେବ।

ସିଂହ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: ଆୟର ନୂଆ ରାସ୍ତା ଖୋଜିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ମନ ଭଲ ରହିବ ନାହିଁ।

ତୁଳା: ପଢ଼ାପଢ଼ିରେ ମନ ଦିଅନ୍ତୁ। ଯାତ୍ରା କରନ୍ତୁ ନାହିଁ। ବହୁଦିନର ସମସ୍ୟାର ସମାଧାନର ବାଟ ଖୋଲିପାରେ।

ବିଛା: ଆଶା କରିଥିବା ଜିନିଷ ହଠାତ୍ ମିଳିଯାଇପାରେ। ବିଦେଶରୁ ଶୁଭ ସମ୍ବାଦ ପାଇପାରନ୍ତି। ଘରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି।

ଧନୁ: ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଗୁରୁଜନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର: ବକେୟା ଅର୍ଥ ପ୍ରାପ୍ତି ହେବ। ଅପରାହ୍ନରେ ପାରିବାରିକ କଳହ ଦେଖାଦେଇପାରେ। ସାବଧାନତାର ସହିତ ଗାଡ଼ି ଚଲାନ୍ତୁ।

କୁମ୍ଭ: ମାନସିକ ଅଶାନ୍ତି ଦେଖାଦେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କାର୍ଯ୍ୟଭାର ବଢ଼ିବ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। କର୍ମକ୍ଷେତ୍ରରେ ଉନ୍ନତି କରିବେ। ନୂଆ ଘର ନିର୍ମାଣ ପାଇଁ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story